ମଳିପଡ଼ାରେ ବୋମାମାଡ଼

0 138

ଖୋର୍ଦ୍ଧା,୨୪ା୧୨(ଏସଏସନିଉଜ) କଙ୍କିଆଥାନା ଅନ୍ତର୍ଗତ ମଳିଆପଡ଼ା ଗ୍ରାମରେ ବୋମା ମାଡ ହୋଇଛି ।ବୋମାମାଡରେ ମାଳିଆପଡ଼ା ଗ୍ରାମର ଭାଗିରଥୀଙ୍କ ଘର ଆସବାବପତ୍ର ନଷ୍ଟ ହୋଇଯାଇଛି ।ଏହାସହ ମାରଣାସ୍ତ୍ରରେ ମଧ୍ୟ ଆକ୍ରମଣ ହୋଇଛି ।ଫଳରେ ୨ଜଣ ଆହତ ହୋଇ ଚିତ୍କିସା ପାଇଁ ହସ୍ପିଟାଲରେ ଭର୍ତିହୋଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.