ରାଜ୍ୟରେ ଜାରି ରହିଛି ଶୀତଲହରୀ

0 120

ଭୁବନେଶ୍ୱର,୨୪ା୧୨(ଏସଏସନିଉଜ) ରାଜ୍ୟରେ ଘନକୁହୁଡ଼ି ସାଙ୍ଗକୁ ଶୀତ ଲହରୀ ଜାରି ରହିଛି । ବିଭିନ୍ନ ସହରରେ ୧୦ଡିଗ୍ରୀ ତଳେ ତାପମାତ୍ରା ରହିଛି ।ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ପାରଦ ୫ ଡିଗ୍ରି ରହି ରେକର୍ଡ କରିଛି ।ଆସନ୍ତାକାଲିଠୁ ସାମାନ୍ୟ ଶୀତ କମିବା ସମ୍ଭାବନା ରହିଛି । ସେହିଭଳିଭାବେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ୭ ସହର ରହିଛି ।୫.୫ ଡିଗ୍ରୀ ସହ ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଥିବାବେଳେ ସେମିଳିଗୁଡ଼ା-୬.୧ , ଫୁଲବାଣୀ- ୭.୫ , କିରେଇ-୭.୮ ଡିଗ୍ରୀ.କୋରାପୁଟ-୮.୫ , ଦାରିଙ୍ଗିବାଡ଼ି-୯.୫ , ଚିପିଲିମାରେ ତାପମାତ୍ରା ୯.୮ ରହିଛି ।

Leave A Reply

Your email address will not be published.