ମନ୍ତ୍ରୀଙ୍କୁ ଦେଖାଇଲେ କଳାପତାକା

0 150

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ) ଦୁଇ ମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ ଯୁବ କଂଗ୍ରେସ କର୍ମୀ। ଆଠଗଡ଼ ବସ୍‌ଷ୍ଟାଣ୍ଡ ଉଦଘାଟନ ପାଇଁ ଗଲା ବେଳେ ମନ୍ତ୍ରୀ ଊଷା ଦେବୀ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କଳାପତାକା ଦେଖାଇଲେ। ଚାନ୍ଦବାଲି ଛକରେ କଳାପତାକା ଦେଖାଇ ଯୁବ କଂଗ୍ରେସ କର୍ମୀ ଅଟକ ଥିବାର ଜଣାପଡିଛି ।ଅନ୍ୟପଟେ କେନ୍ଦ୍ରାପଡ଼ା, ମହାକାଳପଡ଼ା, ଜମ୍ବୁ ପଞ୍ଚାୟତରେ ଖାଦ୍ୟୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗମନ୍ତ୍ରୀ ଅତନୁସବ୍ୟସାଚୀନାୟକଙ୍କୁ ବିରୋଧ କରି ମନ୍ତ୍ରୀଙ୍କ ଗାଡି ଅଟକାଇଲେ ଶତାଧିକ ଲୋକେ । ମନ୍ତ୍ରୀ ଗାଡ଼ିରୁ ବାହାରି ବାଇକରେ ପଳାଇଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.