ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ପ୍ରେସ୍‌ମିଟ୍

0 120

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ) ଆଦର୍ଶ ଆଚରଣ ବିଧିକୁ ନେଇ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ପ୍ରେସ୍‌ମିଟ୍ ହୋଇଛି ।ଆଦର୍ଶ ଆଚରଣ ବିଧି ଭାଙ୍ଗିଲେ ଦୃଢକାର୍ଯ୍ୟାନୁଷ୍ଠାନ ହେବ ।ଏହାସହ ଭୋଟରଙ୍କୁ ଲାଞ୍ଚ, ଧମକାଇବା ଓ ପ୍ରଲୋଭିତ କରିବା ଅପରାଧ ବୋଲି କହିଛନ୍ତି ଉଋଙ ।ନିର୍ବାଚନକମିଶନଙ୍କ ସିଭିଜିଲ୍ ଆପରେ ଅଭିଯୋଗ କରିବାକୁ ଅପିଲ ମଧ୍ୟ କରିଛନ୍ତି ଅନ୍ୟପଟେ ବିଜେଡିର ୪ ଜଣିଆ ଟିମ୍ ସାଂସଦ ସସ୍ମିତ ପାତ୍ର, ମୁନା ଖାଁ, ଚନ୍ଦ୍ରଶେଖର ସାହୁ ଓ ନିରଞ୍ଜନ ବିଶି ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ।

Leave A Reply

Your email address will not be published.