ଅର୍ଚ୍ଚନା ମାମଲାର ତଦନ୍ତ କରିବ ଇଡି

0 153

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ) ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ କମିଶନରେଟ ପୋଲିସ ଠାରୁ ୠଓଜ କପି ନେଲା ଋଊ । ଗତକାଲି ପୋଲିସ ଠାରୁ ୠଓଜ କପି ନେଇଥିବା ସୂଚନାମିଳିଛି । ଏହାପରେ ଇଡି ହାତରେ ଅର୍ଚ୍ଚନା ମାମଲା। ୨ଟି ଏତଲା କପି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କଲା କମିସନରେଟ ପୁଲିସ। ଖଣ୍ଡଗିରି ଓ ନୟାପଲ୍ଲୀ ଥାନାର ଏତଲା କପିକୁ ନେଇ ଅର୍ଚ୍ଚନା ମାମଲାର ତଦନ୍ତ କରିବ ଇଡି।

Leave A Reply

Your email address will not be published.