ମେଣ୍ଢାଶାଳରେ ଧାନମଣ୍ଡି ଖୋଲିଲା

0 213

ବାରଙ୍ଗ.୯ା୧(ଏସଏସନିଉଜ)ମେଣ୍ଢାଶାଳରେ ଥିବା ସେବାସମବାୟସମିତିଠାରେ ଚଳିତ ବର୍ଷର ଧାନକିଣିବାପାଇଁ ମଣ୍ଡି ସୋମବାରଦିନ ଉଦ୍‌ଘାଟିତ ହୋଇଯାଇଛି ।ସେବା ସମବାୟ ସମିତିସଭାପତି ମହେନ୍ଦ୍ରକୁମାରପ୍ରଧାନ ଏହାକୁ ଆନୁଷ୍ଠାନକଭାବେ ଉଦଘାଟନ କରିଥିଲେ ।ଏହି ଉଦଘାଟନ ଉସ୍‌ବରେ ଅନ୍ୟମାନଙ୍କ ମଧ୍ୟରେ ସରପଂଚ କୈାଶଲ୍ୟାବଳିୟାରସିଂହ,ସମିତିର ଶାଖାପରିଚାଳିକା ସସ୍ମିତାନାୟକ ଅତିଥିରୁୁପେ ଯୋଗଦେଇଥିଲେ ।ବ୍ୟାଙ୍କସୁପରଭାଇଜର ସନ୍ତୋଷକୁମାମଙ୍ଗରାଜ,ସଭ୍ୟ ନିମାଁଇ ଚରଣ ବିଶ୍ୱାଳ,ରାଜଖାନ୍‌,ମୁରଲିଧରମହାନ୍ତି,କାଳୁଚରଣଦାସ,ରତ୍ନାକରସାହୁ,ପବିତ୍ରପଟ୍ଟନାୟକ, କୁନ୍ତଳା ପଟ୍ଟନାୟକ,ସରୋଜକୁମାରପାତ୍ର,ଗୁରୁପଦସାମନ୍ତରାୟଙ୍କ ସମେତ ପରିଚାଳନା ନିର୍ଦ୍ଦେଶକମାନେ ଓ ଦଣ୍ଡେଶ୍ୱର ରାଇସ ମିଲ,ଜଟଣୀ ନିୟନ୍ତ୍ରିତ ବଜାର କମିଟିସଭ୍ୟମାନେ ଯୋଗଦେଇଥିଲେ ।ପ୍ରଥମଦିନରେ ୨୬ଜଣଚାଷୀଙ୍କଠାରୁ ସାତଶହ୪୫କୁଇଟାଂଲ ଧାନ ସଂଗ୍ରହ କରାଯାଇଥିବାସମ୍ପାଦକ ହିମାଂଶୁଶେଖରସାମନ୍ତରାୟ କହିଛନ୍ତି ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

Leave A Reply

Your email address will not be published.