OAS ପରୀକ୍ଷାର୍ଥୀଙ୍କ ପତ୍ତା ମିଳିଲା

ଭୁବନେଶ୍ୱର,୧୨।୬(ଏସଏସନିଉଜ)ଭୁବନେଶ୍ଵରରୁ ନିଖୋଜ OAS ପରୀକ୍ଷାର୍ଥୀଙ୍କ ମିଳିଲା ସନ୍ଧାନ।
କଟକ ରେଳଷ୍ଟେସନରୁ ଠାବ ହେଲେ ପରୀକ୍ଷାର୍ଥୀ ପ୍ରଭଞ୍ଜନ ସାହୁ। ଉଦ୍ଧାର କରି ପରିବାରଲୋକଙ୍କୁ ପୋଲିସ ଜିମା ଦେଇଥିବା ସୂଚନା ମିଳିଛି।OAS ପରୀକ୍ଷାର୍ଥୀ ପ୍ରଭଞ୍ଜନ ସାହୁଙ୍କ ଘର ଭୀମଟାଙ୍ଗୀ ଅଞ୍ଚଳରେ। ପ୍ରଭଞ୍ଜନଙ୍କ ବିଷୟରେ ଖବର ପାଇଲେ ଜଣାଇବାକୁ ପୋଲିସ ଅନୁରୋଧ କରିଥିଲା। ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲା ଏୟାରଫିଲ୍ଡ ପୋଲିସ।

- Advertisement -

Leave A Reply

Your email address will not be published.