ଓଲଟିଲା ପିକନିକ୍ ବସ

0 122

କେନ୍ଦ୍ରାପଡ଼ା, ୨୫ା୧୨(ଏସଏସନିଉଜ)କେନ୍ଦ୍ରାପଡ଼ା ସଦରଥାନା ଅନ୍ତର୍ଗତ ଗଣ୍ଡାକିଆ ଲୋକନାଥପୁର ଛକରେ ଶ୍ରୀମନ୍ଦିରନାମକ ଗତକାଲି ବିଳମ୍ବିତ ରାତିରେ ଏକ ପିକନିକ ବସ ଓଲଟିବା ଫଳରେ ଡ୍ରାଇଭର୍ ଓ ହେଲପର୍ ଗୁରୁତର ହୋଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ୍ ଅରଡ଼ପଲ୍ଲୀ ଗାଁରୁ ଶନିବାରଦିନ ଶ୍ରୀମନ୍ଦିର ନାମକ ବସଟି ଲୋକମାନଙ୍କୁ ନେଇ ପୁରୀବୁଲାଇ ବିଳମ୍ବିତ ରାତିରେ ଅରଡ଼ପଲ୍ଲୀରେ ଯାତ୍ରୀଙ୍କୁ ଛାଡ଼ି ଫେରିବା ବେଳେ ଏହି ଦୁର୍ଘଟଣାଘଟିଥିଲା । ଲୋକନାଥପୁର ଛକରେ ଥିବା କେନାଲ ପାଖରେ ଓଲଟିପଡିଥିଲା।ଫଳରେ ଚାଳକ ଓ ହେଲପର ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତିକରାଯାଇଛି ।

 

Leave A Reply

Your email address will not be published.