ପାଖେଇ ଆସୁଛି ଘୋଷଯାତ୍ରା

ଖବର ଆଜିର,ତାରିଖ ୦୩-୦୬-୨୦୨୧/ ଗୁରୁବାର

0 185

୧-ରାଜ୍ୟରେ ବାତ୍ୟା ୟସ ଜନିତ କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା, ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା ଅବସରରେ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।
୨-ଦେଶରେ ଦ୍ରୁତ ହେବ ଟିକାକରଣ । ବିଦେଶୀ ଟିକାର ସ୍ଥାନୀୟ ଟ୍ରାଏଲ ନୀତିକୁ କୋହଳ କଲା ଡିସିଜିଆଇ । ଫାଇଜର ଓ ମଡର୍ଣ୍ଣା ଭ୍ୟାକ୍ସିନ ଭାରତ ଆସିବା ରାସ୍ତା ସଫା ।
୩-ଯୁକ୍ତ୨ ପରୀକ୍ଷା ନିଷ୍ପତ୍ତି ଝୁଲିଲା, ୫ ଥର ବୈଠକ ପରେ ନିଷ୍କର୍ସ ବାହାରି ପାରିଲାନି ।
୪-ଓଡ଼ିଶାରେ ପ୍ରଥମ: ରାଜଧାନୀରେ ଆରମ୍ଭ ହେଲା ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ “ଅମୃତ ଧାରା” ଯୋଜନା, କୋଭିଡ୍ ହସ୍ପିଟାଲରେ ବେଡ୍ ମିଳିବା ଯାଏଁ ସଂକ୍ରମିତ ରୋଗୀଙ୍କୁ ମିଳିବ ଅକ୍ସିଜେନ୍‌ ।
୫-ଗତବର୍ଷ ରେଳଧାରଣାରେ ପାଖାପାଖି ୮,୭୦୦ ଲୋକଙ୍କ ଜୀବନ ଯାଇଛି, ଅଧିକାଂଶ ଥିଲେ ପ୍ରବାସୀ ।
୬-ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଉପରେ ବିଶେଷ ପ୍ରଭାବ ପକାଇଛି କରୋନା: ଅଧିକ ଟଙ୍କା ଛପାଇବାକୁ ସରକାରଙ୍କୁ ପରାମର୍ଶ ଦେଲେ ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀ ।
୭-ଟିକା ପାଇଁ ପରସ୍ପର ଭିତରେ ନଲଢ଼ି, ଏକାଠି ଲଢ଼ିବାକୁ ହେବ : ନବୀନ ପଟ୍ଟନାୟକ ।ଟିକା ସଂକଟ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
୮-ଜଷ୍ଟିସ୍‍ ଅରୁଣ କୁମାର ମିଶ୍ର ହେଲେ ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ।
୯-ସେଣ୍ଟ୍ରାଲ ଭିଷ୍ଟା ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ ।
୧୦-ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ।
୧୧-ବ୍ରିଟେନରେ କରୋନା ଜନିତ ମୃତ୍ୟୁ ଶୂନ ; ୨୦୨୦ ମାର୍ଚ୍ଚ ପରେ ପ୍ରଥମ ସଫଳତା ।
୧୨–ଭୁବନେଶ୍ୱରରେ ଇଣ୍ଡିଆନ ଅଏଲର ‘କୋଭିଡ୍‍-୧୯ ଟିକାକରଣ ଶିବିର’କୁ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।୮ ଜୁନ୍‍ ପର୍ଯ୍ୟନ୍ତ ଚାଲିବ ଏହି ଟିକାକରଣ ଶିବିର ।ଏହି ଟିକାକରଣ ଶିବିର
୧୩-ମଧ୍ୟପ୍ରଦେଶରେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇ ୨୦ଦିନରେ ଗଲାଣି ୩୨ଜଣଙ୍କ ଜୀବନ ।
୧୪-ରାହୁଲ ଗାନ୍ଧୀଙ୍କ ‘ଟ୍ୱିଟର ନୀତି’ କୁ ନେଇ ହଇଚଇ । ଗୋଟିଏ ଦିନରେ କିଛି ନେତା ଓ ପତ୍ରକାରଙ୍କୁ କଲେ ଅନ୍ ଫଲୋ ।
୧୫-ପାଖେଇ ଆସୁଛି ଘୋଷଯାତ୍ରା : ରଥ ଖଳାରେ ପହଞ୍ଚିଲା ରଥ ଦଉଡ଼ି, ଶ୍ରୀକ୍ଷେତ୍ର ଭଉଁରୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।
୧୬-ଇଂଲଣ୍ଡ ଗସ୍ତ ପୂର୍ବରୁ ବିରାଟଙ୍କ ପ୍ରେସମିଟ୍: ଦଳ ଚାପ ମୁକ୍ତ, ହେଲେ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ।
୧୭-ଆଇଟିଆଇ ହୀରାକୁଦ ଛାତ୍ର ବୀରେନ୍ଦ୍ର ସେଠ୍‍ ସର୍ବଭାରତୀୟ ଟପ୍ପର ।
୧୮-ଲକ୍‌ଡାଉନ୍‌ ପରେ ବି ବସ୍‌ ଚଳାଚଳ ନେଇ ଅନିଶ୍ଚିତତା: ଅଫ୍‌ ରୋଡ ହେଲା ୧୪ ହଜାର ବସ୍‌ ।
୧୯-ସୁଶୀଲ କହିଲେ- ‘ଜଣା ନାହିଁ କେମିତି ଏତେ ବଡ ଭୁଲ୍ ହୋଇଗଲା, ସବୁ ବରବାଦ ହୋଇଗଲା’, ବିଚାର ବିଭାଗୀୟ ହାଜତକୁ ଗଲେ ପହିଲମାନ ।
୨୦-ସତର୍କ କଲେ ଟିକାୟତ ! କହିଲେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ପଡ଼ିବ କୃଷକ ଆନ୍ଦୋଳନର ପ୍ରଭାବ ।ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.