ପିସ୍ତଲ ଦେଖାଇ ଦୋକାନ କର୍ମଚାରୀଙ୍କ ଠାରୁ ଲୁଟ୍

0 205

ଢେଙ୍କାନାଳ, ୪/୧୨(ଏସଏସନିୟୁଜ) କଟକ ମାଲଗୋଦାମରେ ଥିବା ଗେଡ ସାହୁଙ୍କ ଦୋକାନ କର୍ମଚାରୀମାନଙ୍କଠାରୁ ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ରାସ୍ତାରେ ଦୁର୍ବୃତମାନେ ବନ୍ଧୁକ ଦେଖାଇ ଏକଲକ୍ଷ ୩୦ହଜାର ଟଙ୍କା ଲୁଟ କରି ଫେରାର୍ ହୋଇ ଯାଇଥିବାର ଜଣାପଡିଛି ।ଏହି କର୍ମଚାରୀମାନେ ଭୁବନ ଅଞ୍ଚଳର ନୟାନିଳକଣ୍ଠ ପୁର,ମହୁଲପାଳ ଗ୍ରାମ ଗୁଡିକରେ ଥିବା ଦୋକାନ ଗୁଡିକରେ ସାମଗ୍ରୀ ଦେଇ ଟଙ୍କାନେଇ ଫେରୁଥିବାବେଳେ ୨ ଜଣ ଦୁର୍ବୃତ ଏହି କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଟଙ୍କାଲୁଟି ନେଇପଳାଇଯାଇଥିଲେ ।ଖବରପାଇପୋଲିସ ଅସି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.