ପୁଲିସହାତରେ ୪ କୁଖ୍ୟାତ ଡକାୟତ

0 123

ତାଳଚେର, ୧୮/୧୨(ଏସଏସନିଉଜ) ୪ କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ତାଳଚେର ପୁଲିସ । ଅଭିଯୁକ୍ତଙ୍କ ନିକଟରୁ ୫ଟି ବୋମା, ୨ ମାଉଜର ଓ ମାରଣାସ୍ତ୍ର ସହ ବାଇକ ଜବତ ହୋଇଛି । ଏମାନଙ୍କ ନାଁରେ ଭିନ୍ନ ଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବାର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।

Leave A Reply

Your email address will not be published.