ରାଉରକେଲାରେ ରନ ଫର ହକି’

0 128

ରାଉରକେଲା,୧୮/୧୨(ଏସଏସନିଉଜ) ରାଉରକେଲା ମହାନଗର ନିଗମ ପକ୍ଷରୁ ଅନୁଷ୍ଠିତ ହୋଇଛି ‘ରନ ଫର ହକି’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଯୁବକ ଯୁବତୀ ଓ ବରିଷ୍ଠ ନାଗରିକ ୧୦ କିମି ବ୍ୟାପି ଏହି ଦୌଡ଼ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ସହରରେ ଏକ କ୍ରୀଡା ବାତାବରଣ ସୃଷ୍ଟି କରିବାକୁ ଏହି କାର‌୍ୟ୍ୟକ୍ରମ ଆୟୋଜିତ କରାଯାଇଛି ।

Leave A Reply

Your email address will not be published.