ପ୍ରଦୀପପାଣିଗ୍ରାହୀଙ୍କୁ ମିଳିଲା ଜାମିନ

0 169

ଭୁବନେଶ୍ୱର,୧/୬(ଏସଏସନିୟୁଜ) ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ୫ ଲକ୍ଷ ଟଙ୍କାର ଜମା ଓ ୨ ଲକ୍ଷ ଲେଖାଏଁ ୨ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ। ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ମିଳିଛି ଜାମିନ। ମାମଲା ସମ୍ପର୍କରେ ଗଣମାଧ୍ୟମରେ ବିବୃତି ନ ଦେବାକୁ କୋର୍ଟଙ୍କ ପରାମର୍ଶ। ଜାମିନ ସର୍ତ୍ତ ପୂରଣ କଲେ ନିମ୍ନ ଅଦାଲତ ତାଙ୍କୁ ଜାମିନରେ ଛାଡ଼ିବେ । ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ବାରା ଦାୟର ଏକ ମାମଲାରେ ଜାମିନ ପାଇଛନ୍ତି ପ୍ରଦୀପ ।

Leave A Reply

Your email address will not be published.