ପ୍ରଭାତ ହେଲେ ମଣ୍ଡଳ ସଭାପତି

0 584

ଭୁବନେଶ୍ୱର ,୧୨/୧୨(ଏସ୍ଏସ୍ନିଉଜ୍) ବିଜେପି ବାରଙ୍ଗମଣ୍ଡଳ ସଭାପତି ହେଲେ ପ୍ରଭାତ ମହାପାତ୍ର । ଦୀର୍ଘଦିନ ଧରି ବିଜେପିରେ କାମକରୁଥିବା ପ୍ରଭାତଙ୍କୁ ମିଳିଛି ବାରଙ୍ଗ ସଂଗଠନର ଦାୟିତ୍ୱ । ନୁଆ ଚିନ୍ତାଧାରା ସହ ନୁଆ ଯୋଜନାକୁ ସାକାର କରିବାର ପ୍ରଚେଷ୍ଠା ଚଳାଇବା ସହ ହେଉଥିବା ଦୁର୍ନିତି ବିରୁଦ୍ଧରେ ସ୍ୱର ଉଠାଇବେ । ସରକାରୀ କଳର ଅପବ୍ୟବହାରକୁ ବିରୋଧ କରିବା ସହ ସାଧାରଣ ଲୋକ ତାର ପକୃତ ନାର୍ଯ୍ୟଦାବୀ ପାଇବା ଉପରେ ଦେବେ ଗୁରୁତ୍ୱ ।ବିଜେପିର ନିତୀଆଦର୍ଶରେ ଅନୁପ୍ରାଣିତ କରାଇ ଅଧିକ ପରିମାଣର ଯୁବକମାନଙ୍କୁ ସାମିଲ କରିବେ ବୋଲି ସତ୍ୟସନ୍ଧାନକୁ କହିଛନ୍ତି । ରାଷ୍ଟ୍ରିୟକୃଷକମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁମୋହନ ପାଢୀ ନୁଆକରି ହୋଇଥିବା ବାରଙ୍ଗମଣ୍ଡଳ ସଭାପତି ପ୍ରଭାତ ମହାପାତ୍ର ଙ୍କୁ ଦଳୀୟ ଉତରୀୟ ଦେଇ ସ୍ୱାଗତ କରିଛନ୍ତି ।

Leave A Reply

Your email address will not be published.