ପୁଣି ଅଜଣାଜନ୍ତୁ ଆକ୍ରମଣ

0 136

ରାୟଗଡା,୨୩ା୯(ଏସଏସନିଉଜ) ରାୟଗଡାଜିଲ୍ଲାର ସୀମାନ୍ତଗାଁ ଗୁଡାରିରେଞ୍ଜର ଗଞ୍ଜୁଗୁଡାରେ ପୁଣି ମାତିଲେଣି ଅଜଣାଜନ୍ତୁ । ଅଜଣା ଜନ୍ତୁ ଆକ୍ରମଣରେ ୩୦ଟି ଛେଳିର ମୃତ୍ୟୁ ହୋଇଛି । ଛେଳିଗୁଡିକ ଚରିବା ପାଇଁ ବାହାରକୁ ଯାଇଥିବାବେଳେ ବର୍ଷା ଯୋଗୁ ଫେରିପାରିନଥିଲେ ।ଖବରପାଇ ବନବିଭାଗ ଘଟଳାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଅଦ୍ୟାବଧି ଛେଳିଗୁଡିକ କାହାଦ୍ୱାରା ଆକ୍ରମଣ ହୋଇ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ ।

 

Leave A Reply

Your email address will not be published.