ପୁଣି କଟକରୁ ନକଲି ଘିଅକାରଖାନା ଠାବ

0 313

କଟକ, ୩୦/୧ (ଏସଏସନିୟୁଜ)ପୁଣି କଟକରୁ ନକଲି ଘିଅକାରଖାନା ଠାବ କରିଛି ପୋଲିସ।ମର୍କତନଗର ସିଡିଏ ସେକ୍ଟର-୯ ଅଞ୍ଚଳରେ ଥିବା ଏକ ନକଲି ଘିଅ କାରଖାନା ଉପରେ ଚଢ଼ାଉ କରିଛି ମର୍କତନଗର ପୋଲିସ । ପୋଲିସ କାରଖାନା ମାଲିକକୁ ଅଟକ ରଖିବା ସହ ପଚରାଉଚରା କରୁଥିବାବେଳେ କାରଖାନାରୁ ୨୭ ଟିଣ ନକଲି ଘିଅ ଜବତ କରିଥିବା ଜଣାପଡ଼ିଛି ।

 

Leave A Reply

Your email address will not be published.