ପୁଣି ଖୋର୍ଦ୍ଧାକୁ ଫେରିଲା ରେଡ୍ ଜୋନ

0 152

ଭୁବନେଶ୍ୱର,୧୩/୧୦(ଏସ ଏସ ନିୟୁଜ)ରାଜ୍ୟର ଅନ୍ୟ ସବୁ ଜିଲ୍ଲା ଗ୍ରୀନ୍ ଜୋନରେ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଜୋନ ଘୋଷଣା କରାଯାଇଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।ପାର୍ବଣ ସମୟରେ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅଧିକ ଲୋକ ଆସୁଥିବାରୁ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇ ଦୈନିକ ୪୦୦ରୁ ୬୦୦ ଭିତରେ ସଂକ୍ରମଣ ରହୁଛି ।ଟେଷ୍ଟ ପଜିଟିଭିଟି ରେଟ୍ ଓ ଆକ୍ଟିଭ କେସରୁ ଦେଖି ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଜୋନ୍ କରିଛୁ ବୋଲି ଡିଏମଇଟି କହିଛନ୍ତି ।ଏହାସହ ଅମାନିଆମାନେ କୋଭିଡ କଟକଣାକୁ ମାନୁନଥିବାରୁ ବାଧ୍ୟହୋଇ ଖୋର୍ଦ୍ଧାକୁ ରେଡ ଜୋନ୍ କରାଯାଇଛି ବୋଲି କହିଛନ୍ତି ।

Leave A Reply

Your email address will not be published.