ପୁଣି ହାତୀ ମୃତ

0 237

ଖୋର୍ଦ୍ଧା,୧୧/୭(ଏସ ଏସ ନିଉଜ) ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତୁ ବରଣ କରିଛି । ଜଙ୍କିଆ ନିକଟ ଗୋଳବାଇ ରାସ୍ତାର ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରେ ଲାଗି ମୃତ ବରଣ କରିଛି ।ମୃତ ହାତୀକୁ ଆଉ ଗୋଟିଏ ହାତୀ ଜଗି ରହିଛି, ଘଟଣା ସ୍ଥଳରେ ବନ କର୍ମଚାରୀମାନେ ଜଗି ରହିଛନ୍ତି ।ବନ କର୍ମଚାରୀମାନେ ହାତୀ ଜଗି ରହିଥିବା ଅଞ୍ଚଳକୁ କାହାକୁ ଛାଡୁ ନାହାନ୍ତି।

Leave A Reply

Your email address will not be published.