ରାଜ୍ୟରେ ପୁଣି ୭୯୧ କରୋନା ଆକ୍ରାନ୍ତ

0 278

ଭୁବନେଶ୍ୱର.୭/୪(ଏସ୍‌ଏସ୍‌ନିୟୁଜ)କରୋନା ତାର କାୟା ଧିରେଧିରେ ରାଜ୍ୟରେ ବିସ୍ତାର କରିଚାଲିଛି ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସୁନ୍ଦରଗଡରେ ୧୪୭ , ଖୋର୍ଦ୍ଧାରେ ୧୧୮ , ଅନୁଗୁଳରେ ୧୭ , ବାଲେଶ୍ୱରରେ ୦୬ , ବରଗଡ଼ରେ ୪୮, ଭଦ୍ରକରେ ୧୦, ବଲାଙ୍ଗୀରରେ ୧୪ , କଟକରେ ୪୬ , ବୌଦ୍ଧରେ ୨ , ଢେଙ୍କାନାଳରେ ୩ ଓ ଜଗତସିଂହପୁରରେ ୯ ଚିହ୍ନଟ ହୋଇଛନ୍ତି ।ଦେବଗଡରେ ଜଣେ, ଗଞ୍ଜାମରେ ୦୯ , ଯାଜପୁରରେ ୧୬ , ଝାରସୁଗୁଡାରେ ୩୧ , କଳାହାଣ୍ଡିରେ ୩୮ , କନ୍ଧମାଳରେ ୪ , କେନ୍ଦ୍ରାପଡାରେ ୧ , କେଉଁଝରରେ ୩୯, କୋରାପୁଟରେ ୯ , ମୟୁରଭଞ୍ଜରେ ୨୪, ନବରଙ୍ଗପୁରରେ ୨୩, ନୟାଗଡରେ ୭ , ନୂଆପଡାରେ ୩୧ , ପୁରୀରେ ୪୩ , ରାୟଗଡାରେ ୧୪ , ସମ୍ବଲପୁରରେ ୪୫, ସୋନପୁରରେ ୭ , ଷ୍ଟେଟ ପୁଲରେ ୨୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ବର୍ତ୍ତମାନ ୪୨୫୫ଟି ସକ୍ରିୟ ମାମଲା ରହିଥିବାବେଳେ ୨୬୬ ଜଣ ସୁସ୍ଥ ହୋଇଛନ୍ତି ।

 

Leave A Reply

Your email address will not be published.