ସକାଳେ ଆୟକର ବିଭାଗ ଓ ସନ୍ଧ୍ୟାରେ ଜିଏସଟି ରେଡ

0 155

ଭୁବନେଶ୍ୱର,୨୮/୧୧(ଏସଏସନିଉଜ)ପଦ୍ମପୁରଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ‌ଆଜି ବିଜେଡିର ୩ ପୁରୁଖା କର୍ମୀଙ୍କ ଘରେ ଆୟକର ବିଭାଗ ଛାନଭିନ କରିଛି। ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ଏକକାଳୀନ ରେଡ୍ କରିଛି। ଆୟକର ବିଭାଗ ପକ୍ଷରୁ ଏକାଧିକ ଟିମ ରେଡରେ ସାମିଲ ଅଛନ୍ତି। ସଶସ୍ତ୍ର ଉଜଚୠ ଉପସ୍ଥିତିରେ ଚଢ଼ାଉ କରିଛି କେନ୍ଦ୍ରୀୟ ଟିମ୍ । ପଦ୍ମପୁର ଉପନିର୍ବାଚନ ଭୋଟ ଗ୍ରହଣ ପୂର୍ବରୁ ଚାଲିଛି ଘନ ଘନ ରେଡ୍ ।ପଦ୍ମପୁରରେ ଥିବା ଏକ ଲୁଗା ଦୋକାନ, ପେଟ୍ରୋଲ ପମ୍ପରେ ରେଡ୍ ।ପାଇକମାଲ, ଝାରବନ୍ଧରେଥିବା ବ୍ୟବସାୟ ପ୍ରତିଷ୍ଠାନରେ ବି ରେଡ୍ ।ସମସ୍ତ ବ୍ୟବସାୟ ପ୍ରତିଷ୍ଠାନରେ ଏଝଞ ପକ୍ଷରୁ ରେଡ୍ ଚାଲିଛି । ଏବେ ରେଡ୍ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave A Reply

Your email address will not be published.