ଲ୍ୟାଣ୍ଡମାଇନ ବିସ୍ଫୋରଣ ବର୍ତ୍ତିଗଲେ

0 150

ବୌଦ୍ଧ,୨୮/୧୧(ଏସଏସନିଉଜ) ଲକଡ଼ପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି ।ଏଥିରେ ବର୍ତ୍ତିଯାଇଛନ୍ତି ୫୦ଜଣ ।ଗଞ୍ଜେଇଚାଷ ନଷ୍ଟ ପାଇଁ ଯିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି ।ଗଞ୍ଜେଇ ମାଫିଆ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ।ଯାହାଫଳରେ ବର୍ତ୍ତିଯାଇଛନ୍ତି ୫୦ ବନ କର୍ମଚାରୀ । ଘଟଣାସ୍ଥଳରୁ କିଛି ବିସ୍ଫୋରକ ସାମଗ୍ରୀ ସହ ତାର ଜବତ ବନବିଭାଗ କରିଥିବାବେଳେ ବନବିଭାଗଗାଡି ଉଡ଼ାଇବାକୁ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.