ସାଲିଆ ସାହିରେ ଅବକାରୀବିଭାଗର ଚଢ଼ଉ

0 129

ଭୁବନେଶ୍ବର,୨୦ା୧୦(ଏସଏସନିଉଜ) ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ ରହିଛି ଅବକାରୀ ବିଭାଗା ଅବକାରୀ ବିଭାଗ ପକ୍ଷରୁସାଲିଆସାହିରେ ଚଢ଼ଉ କରାଯାଇ୧୦ ହଜାର ଲିଟର ପୋଚ ଓ ୧ ହଜାର ଲିଟର ଦେଶୀମଦ ଜବତ ହୋଇଥିବାର ଜଣାପଡିଛି ।ପୂଜାପାଇଁ ଦେଶୀମଦ ପ୍ରସ୍ତୁତ ହେଉଥିବାବେଳେ କୈାଣସିସୁତ୍ରୁଖବରପାଇ ଅବକାରୀ ଥାନା ପୋଲିସ ଅଚାନକଭାବେ ଚଢାଉକରିଥିଲା ।ପୋଲିସ ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରିଛି ।ଏହାସହ ଶହଶହ ଲିଟର ମଦ ନଷ୍ଟ କରିବା ସହିତ ୧୦ ହଜାର ଲିଟର ପୋଚ ଓ ୧ ହଜାର ଲିଟର ଦେଶୀ ମଦ ଜବତ କରିଛି ।

 

 

 

Leave A Reply

Your email address will not be published.