ସମିତିସଭ୍ୟା ନିଖୋଜ

0 255

ପାରାଦୀପ,୧୨/୩(ଏସ ଏସ ନିଉଜ) ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତର ସମିତି ସଭ୍ୟାଙ୍କୁ ଗୁରୁବାରି ମୁର୍ମୁ ଙ୍କୁ
ଅପହରଣ କରାଯାଇଥିବା ନେଇ ତାଙ୍କ ବାପା ରାମନାଥ ମୁର୍ମୁ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି। ଗତ ୪ତାରିଖରୁ ତାଙ୍କୁ ଉଦ୍ୟମ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ୯ତାରିଖରୁ ସେ ନିଖୋଜ ଅଛନ୍ତି। ଆଜି ବ୍ଲକ ଚେୟାରମ୍ୟାନ୍ ନିର୍ବାଚନ ଥିବାରୁ ଅଧ୍ୟକ୍ଷ ପଦକୁ ନେଇ କେହି ତାଙ୍କୁ ଅପହରଣ କରିଥିବାର ଆଲୋଚନା ହେଉଛି।

Leave A Reply

Your email address will not be published.