ଗୋପୀନାଥ ଦେବଙ୍କ ମନ୍ଦିରରୁ ଚୋରି

0 233

ପୁରୀ,୧୨/୩(ଏସ ଏସ ନିଉଜ)ବୀରନରସିଂହପୁରର ଗୋପୀନାଥ ଦେବଙ୍କ ମନ୍ଦିରରୁ ସମସ୍ତ ମୂର୍ତ୍ତି ଚୋରି ହୋଇଛି।ବହୁ ପୁରାତନ ଦୋଳଗୋବିନ୍ଦ, ମଦନମୋହନ, କନକ ଦୁର୍ଗା ମୂର୍ତ୍ତି , ମନ୍ଦିରର ବନଦୁର୍ଗା, ଶ୍ରୀଲୋକନାଥ ଓ ଗୋବିନ୍ଦ ଗୋପାଳଙ୍କ ମୂର୍ତ୍ତି ମଧ୍ୟ ଚୋରି ହୋଇଛି।ଏହାସହ ମନ୍ଦିରରେ ଥିବା ବହୁ ସୁନା, ରୁପା ଗହଣା ମଧ୍ୟ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

Leave A Reply

Your email address will not be published.