ସମୁଦ୍ରରେ ବୁଡ଼ି ଜଣେ ନିଖୋଜ

0 328

ପୁରୀ, ୧୧/୭(ଏସ୍‌ଏସ୍‌ନିଉଜ) ଗାଧୋଇବା ବେଳେ ସମୁଦ୍ରରେ ବୁଡ଼ି ଜଣେ ପର‌୍ୟ୍ୟଟକ ନିଖୋଜ ହୋଇଥିବାର ଜଣାପଡିଛି ।ନିଖୋଜ ବ୍ୟକ୍ତି ଯାଜପୁର ମାଳସାହିର ହୋଇଥିବାବେଳେ ପରିବାର ସହ ପୁରୀ ଆସିଥିଲେ । ୯ ନମ୍ବର ସେର ଚୈତନ୍ୟ ଛକରେ ଗାଧୋଇଲା ବେଳେ ଭାସି ନିଖୋଜ ହୋଇଛନ୍ତି ।

Leave A Reply

Your email address will not be published.