ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

0 278

ଶିମିଳିପାଳ,୩/୩(ଏସଏସନିୟୁଜ)ଶିମିଳିପାଳଅଭୟାରଣ୍ୟ ଜଳୁଛି।ଏହାଦ୍ବାରା ବହୁ ମୂଲ୍ୟବାନ ଔଷଧୀୟ ବୃକ୍ଷରାଜି ,ଗୁଲ୍ଫ୍ ରାଜି ଜଳିଯାଉଛି । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣାଧୀନ ରର୍ହିଛି। ଅଗ୍ନିକାଣ୍ଡ ଜନିତ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ ପରେ ସତର୍କତା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଦେଇଛନ୍ତି । ଏହସହ ପ୍ରତି ସନ୍ଧ୍ୟାରେ ସରକାର ଓ ଜିଲ୍ଲାପାଳଙ୍କୁ ସ୍ଥିତି ଅବଗତ କରିବାକୁ DFOଙ୍କୁ ନିର୍ଦେଶ ଦିଆଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.