ସ୍ୱାସ୍ଥ୍ୟ ବିଭାଗର ବିକଳଦୃଶ୍ୟ

ବୌଦ୍ଧ,୨୧।୮(ଏସଏସନିଉଜ)ଅଧିକାରୀମାନଙ୍କ ଦାୟିତ୍ଵହୀନତା ଯୋଗୁ ସାଧାରଣଲୋକ ପକୃତରେ ସରକାରୀ ହେଉ କିମ୍ବା ବେସର କାରୀ ସୁବିଧା ପାଇବାରୁ ବଞ୍ଚିତ ହୁଅନ୍ତି।ଯାହାର ଉଦାହରଣବୌଦ୍ଧ ସ୍ୱାସ୍ଥ୍ୟବିଭାଗରେ ଦେଖିବାକୁ ମିଳିଛି।ଏହାହେଉଛି ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗର ବିକଳଦୃଶ୍ୟ ।ଦୀର୍ଘଦିନ ହେଲା ALS ଆମ୍ବୁଲାନସଟି ଅଚଳ ହୋଇ ପଡିଛି।ମାତ୍ର ୧ହଜାର ଟଙ୍କା ଖର୍ଚ କରିପାରୁନାହିଁ ଜିଲା ସ୍ୱାସ୍ଥ୍ୟ ବିଭାଗ ।ଯାହାଫଳରେଆମ୍ବୁଲାନସ ଅଭାବରୁ ଗଲାଣି ଅନେକ ଅମୁଲ୍ୟଜୀବନ।ମାଗଣା ଆମ୍ବୁଲାନସ ସେବା ପାଇବାରୁ ବଂଚିତ ହେଉଛନ୍ତି ଶହଶହ ଗରିବ ରୋଗୀ।ପଇସା ଦେଇ ମଧ୍ୟ ଏହି ସେବା ପାଇପାରୁନାହାନ୍ତି ଲୋକେ।ଏହି ଜୀବନରକ୍ଷକ ALS ଆମ୍ବୁଲାନସକୁ MCL ପକ୍ଷରୁ ଦିଆଯାଇଥିଲା।

- Advertisement -

Leave A Reply

Your email address will not be published.