ତହସିଲରେ ହେଲାବିଦାୟ ସଭା

0 616

ଡେଲାଙ୍ଗ,୧୮/୧୨(ଏସଏସ ନିଉଜ)ଡେଲାଙ୍ଗ ତହସିଲ କାର୍ଯ୍ୟ।ଳୟରେ ବୁଧବାର ଦିନ ଅତିରିକ୍ତ ତହସିଲଦାର ସମରେନ୍ଦ୍ର ଭୁତିଆଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନ।  ଦିଆଯାଇଛି । ତହସିଲଦାର ରାଜେନ୍ଦ୍ର କୁମାର ଆଚ।ରିଆ ଙ୍କ ଅଧକ୍ଷତ। ରେ ହୋଇଥିଲା ସମ୍ବର୍ଦ୍ଧନ।ସଭା । ଏଥିରେ ସମସ୍ତ କର୍ମଚାରୀମାନେ ଉପସ୍ତିତ ରହି ଭୁତିଆଙ୍କ କାର୍ଯ୍ୟଦକ୍ଷତା ର ଭୂୟସୀ ପ୍ରାଶସା  କରିଥିଲେ ।ମିଷ୍ଟଭାଷୀ ତଥା ମେଳାପୀ ଅଫିସର ଭାବେ ପରିଚିତ ଭୁତିଆଙ୍କୁ ଊପଢୌକନ ଓ  ମାନପତ୍ର ପ୍ରଦାନ କରିଥିଲେ । ସମରେନ୍ଦ୍ର ଭୁତିଆଙ୍କ ପରେ କଟକରୁ ରଞନ ନାୟକ ଅତିରିକ୍ତ ତହସିଲଦାର କାର୍ଯ୍ୟଭାର ନେବେ ବୋଲି ଜଣାପଡିଛି ।

 

Leave A Reply

Your email address will not be published.