ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ ଦୂତୀ ଚାନ୍ଦ

0 231

ଭୁବନେଶ୍ୱର,୩୦/୬(ଏସଏସନିୟୁଜ) ଟୋକିଓ ଅଲିମ୍ପିକ୍ସରେ ୨୦୦ ମିଟର ଓ ୧୦୦ ମିଟର ରେସ୍‌ରେ ଭାଗ ନେବାକୁ ଦୌଡ଼ରାଣୀ ଦୂତୀ ଚାନ୍ଦ ଯୋଗ୍ୟ ବିବେଚିତ ହୋଇଛନ୍ତି। ୱାର୍ଲଡ ରାଙ୍କିଙ୍ଗ ଆଧାରରେ ୧୦୦ ମିଟରରେ ୪୦, ୨୦୦ ମିଟରରେ ୫୦ ରାଙ୍କ୍ ଅଛି। ଟୋକିଓ ଅଲିମ୍ପିକ ପାଇଁ ୪ ମାସ ହେଲା ଅଭ୍ୟାସ ଜାରି ରଖିଥିବା ଦୂତୀ ଚାନ୍ଦ ଙ୍କର ୧୦୦ ମିଟରରେ ୪୦, ୨୦୦ ମିଟରରେ ୫୦ ରାଙ୍କ୍ ଅଛି। ନିଶ୍ଚିତ ଭାବରେ ଭଲ ହେବ ବୋଲି ଆଶାବାଦୀ ଅଛନ୍ତି ଦୁତି ।ତେବେ ଏହାକୁ ନେଇ ଜାତୀୟ ଗଣମାଧ୍ୟମମାନଙ୍କରେ ଚର୍ଚ୍ଚା ଯୋର ଧରିଛି ।

Leave A Reply

Your email address will not be published.