ଟ୍ରକ୍-ଇନୋଭା ମୁହାଁମୁହିଁ ଧକ୍କା

0 165

ଛେଣ୍ଡିପଦା, ୪/୧୨(ଏସଏସନିୟୁଜ) ଗତକାଲି ରାତି ୧୦ଟାରେ ଛେଣ୍ଡିପଦା-ଅନୁଗୁଳ ୬୩ ନମ୍ବର ରାଜ୍ୟ ରାଜପଥ ଜିନ୍ଦଲ ମ୍ୟାଟେରିଆଲ ଫାଟକ ସମ୍ମୁଖରେ ଟ୍ରକ୍ ଓ ଇନୋଭା କାର୍ ମଧ୍ୟରେ ଦୁର୍ଘଟଣା ଘଟି ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଟ୍ରକ ଅନୁଗୁଳ ପଟୁ ଛେଣ୍ଡିପଦା ଆଡ଼କୁ ଆସୁଥିଲା। ବିପରୀତ ଦିଗରୁ ଛେଣ୍ଡିପଦାରୁ ଅନୁଗୁଳ ଆଡକୁ ଆସୁଥିବା ଇନୋଭା କାର୍ ସହିତ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା।ଦୁର୍ଘଟଣାରେ ଘଟଣାସ୍ଥଳରେ ଇନୋଭାରେ ଥିବା ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ହୋଇଛନ୍ତି।ଖବରପାଇ ପୁଲିସ ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Leave A Reply

Your email address will not be published.