ଭେଣ୍ଟିଲେଟରରେ ଲତା ମଙ୍ଗେଶକର

0 364

ଭୁବନେଶ୍ୱର,୫/୨(ଏସଏସନିଉଜ) ପୁଣି ଲତା ମଙ୍ଗେଶକରଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର ହୋଇଛି । କରୋନା ଏବଂ ନିମୋନିଆରେ ସଂକ୍ରମିତ ହେବା ପରେ ତାଙ୍କୁ ଜାନୁଆରୀ ୮ ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ସ୍ୱାସ୍ଥାବସ୍ଥାରେ ସୁଧାର ଆସିବାରୁ ସ୍ୱତନ୍ତ୍ର ୱାର୍ଡକୁ ଆସିଥିବାବେଳେ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡ଼ିବାରୁ ତାଙ୍କୁ ପୁନର୍ବାର ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି ।

 

Leave A Reply

Your email address will not be published.