ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭଞ୍ଜନଗର,୧୨।୨(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡ଼ିଲେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର।ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଧରିଲା ଭିଜିଲାନ୍ସ।୪୦ ହଜାର ଟଙ୍କା ଫାଇନ୍ ନେଇ ୩୦ ହଜାରର ରସିଦ୍ କାଟିବା ବେଳେ ଧରାପଡ଼ିଲେ।ବାଲିବୋଝେଇ ଟ୍ରାକ୍ଟରକୁ ଜବତ କରି ୪୦ହଜାର ଫାଇନ୍ କାଟିଥିଲେ।୪୦ ହଜାର ଟଙ୍କା ଫାଇନ୍ ନେବା ସତ୍ତ୍ବେ ୩୦ ହଜାରର ରସିଦ୍ କାଟିଥିଲେ।ମାମଲାରେ ଆଉ ୩ RIଙ୍କୁ ଉଠାଇ ନେଲା ବ୍ରହ୍ମପୁର ଭିଜିଲାନ୍ସ।ଅଧିକ ଜେରା ପାଇଁ ଗୋବରା, ପାଇଲିପଡ଼ା ଓ ବେଲଗୁଣ୍ଠା RIଙ୍କୁ ଉଠାଇ ନେଲା।

- Advertisement -

Leave A Reply

Your email address will not be published.