ଭିଜିଲାନ୍ସ ଜାଲରେ ସିଡିଭିଓ

0 707

ଭୁବନେଶ୍ୱର,୮/୮(ଏସଏସନିୟୁଜ) ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧୀକାରୀ ସିଡିଭିଓ ତ୍ରିଲୋଚନ ଧଳଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳିନ ତ୍ରିଲୋଚନଙ୍କ କାର‌୍ୟ୍ୟାଳୟ, ସରକାରୀ ଘର ଓ ନରାଜ ସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ରେଡ କରିଛି । ସିଡିଭିଓଙ୍କ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିଲେ ମଧ୍ୟ ଉକ୍ତ ଟଙ୍କାର ହିସାବ ସିଡିଭିଓ ଦେଇପାରିନଥିବା ଜଣାପଡିଛି ।

Leave A Reply

Your email address will not be published.