ଭିଜିଲାନ୍ସ ଜାଲରେ ରେଞ୍ଜ ଅଫିସର୍

0 190

ଭୁବନେଶ୍ୱର,୨୧।୧୨(ଏସଏସ ନିଉଜ)ଭିଜିଲାନ୍ସ ଜାଲରେ ପଡିଛନ୍ତି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ କେଶବଙ୍କ ଘରେ ଓ ଅଫିସ୍‌ରେ ରେଡ୍ ଚାଲିଛି। କଳାହାଣ୍ଡି ଜିଲ୍ଲାରେ ଥିବା ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ।

Leave A Reply

Your email address will not be published.