ଆଜି କଣ୍ଟାବାଞ୍ଜି ବନ୍ଦ

0 190

କଣ୍ଟାବାଞ୍ଜି,୯/୧୧(ଏସଏସ ନିଉଜ)ହସ୍ପିଟାଲରେ ଅବ୍ୟବସ୍ଥା ପ୍ରତିବାଦରେ କଣ୍ଟାବାଞ୍ଜି ବନ୍ଦ ପାଳନ ହେଉଛି।କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ପ୍ରତିବାଦରେ ବନ୍ଦ ଡାକରା ।ପ୍ରେସକ୍ଲବ ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି ।ଏଥିରେ ବିଭିନ୍ନ ସଂଗଠନ ସାମିଲ୍ ହୋଇଛନ୍ତି।
ଗାଡ଼ି ମୋଟର ଚଳାଚଳ ପ୍ରଭାବିତ ହେବାସହ ଦୋକାନ, ବଜାର ବନ୍ଦ ରହିଛି।

Leave A Reply

Your email address will not be published.