- Advertisement -

Daily Archives

October 2, 2020

ପୋଲିସର ତନାଘନା ଆରମ୍ଭ

ବାରଙ୍ଗ,୨/୧୦(ଏସ୍‌ଏସ୍‌ନିୟୁଜ) ରାଜଧାନୀ ଉପକଣ୍ଠ ବ୍ୟାଙ୍କଅଫଇଣ୍ଡିଆ ବରିମୁଣ୍ଡଶାଖାରୁ ଦିନଦିହିପହରରେ ବନ୍ଧୁକ ଦେଖାଇ ୮ଲକ୍ଷ ଟଙ୍କା ଲୁଟି ହୋଇଥିବା ଘଟଣାକୁ କମିସିନେରେଟ ପୋଲିସ ଗୁରୁତର ସହ ନେଇଛି ।ଏହି ଘଟଣାର ପର୍ଦାଫାସ କରିବାପାଇଁ ଯୋରଦାର ଉଦ୍ୟମ ଆରମ୍ଭ କରିଛି ।ସୋମବାରଦିନ ଦିନରେ

ମାଛର ଦାମ ଲକ୍ଷେ ୪୧ ହଜାର

ଚାନ୍ଦବାଲି,୨/୧୦(ଏସ ଏସ ନିୟୁଜ ) ମାଛର ଦାମ ଲକ୍ଷେ ୪୧ ହଜାର। ଏପରି ମାଛ ଭଦ୍ରକ ଜିଲ୍ଲା ଧମରାର ଗଭୀର ସମୁଦ୍ରରୁ ଧରାଯାଇଛି। କୋଲକାତାର ଜଣେ ବ୍ୟବସାୟୀ ଏହି ମାଛକୁ କିଣିଥିବା ଜଣାପଡ଼ିଛି।ପ୍ରକାସ ଯେ,ଗତକାଲି ଚନ୍ଦନୀପାଳ ଗାଁର ଗୋବିନ୍ଦ ମଣ୍ଡଳ ଓ ତାଙ୍କ ସାଥୀମାନେ ଗଭୀର ସମୁଦ୍ରକୁ ମାଛ

ବିଶ୍ଵଅହିଂସା ଦିଵସ ପାଳନ ଓ କରୋନା ମିଡ଼ିଆ ସଚେତନତା

ସାକ୍ଷୀଗୋପାଳ, ୨/୧୦(ଏସଏସନିୟୁଜ ) ଜାତିର ପିତା ମହାତ୍ମା ଗାନ୍ଧୀ ଓ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ସ୍ବାଦ ସଭା ଗୃହରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଖବରକାଗଜ ଶିକ୍ଷା ବାର୍ତା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା

ପିଚୁ କାରଖାନାରେ ନିଆଁ

ସମ୍ବଲପୁର,୨/୧୦(ଏସ ଏସ ନିୟୁଜ )ପିଚୁ କାରଖାନାରେ ନିଆଁ ।ଏହିଭଳି ଘଟଣ। ଘଟିଛି ସମ୍ବଲପୁରରେ ଥିବା ପିଚୁ କାରଖାନାରେ।ପିଚୁ କାରଖାନାରେ ନିଆ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତିଜଳିପୋଡି ପାଉଁଶ ହୋଇଯାଇଛି ।ବିଳମ୍ୱିତ ରାତିରେ ପିଚୁ ଫ୍ୟାକ୍ଟ୍ରିରେ ପାଇପ୍ ଫାଟିବାରୁ ଅଚାନକ ଅଗ୍ନିକାଣ୍ଡ

ଦିବ୍ୟାଙ୍ଗ ମାନଙ୍କୁ ବେଟାରି ଚାଳିତ ସାଇକେଲ

ସାକ୍ଷୀଗୋପାଳ, ୨/୧୦(ଏସ ଏସ ନିୟୁଜ ) ପଵିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସତ୍ୟବାଦୀ ବ୍ଲକରେ ୧୪ ଜଣ ଦିବ୍ୟାଙ୍ଗ ଙ୍କୁ ବ୍ୟିଟେରି ଚାଳିତ ସାଇକେଲ ପ୍ରଦାନ କରାଯାଇଛି। ନିଉ ଇଣ୍ଡିଆ ଆସୁରାନ୍ସ କମ୍ପାନୀ ପକ୍ଷରୁ ଆୟୋଜିତ ଏହି କାର‌୍ୟ୍ୟକ୍ରମ ର ମୁଖ୍ୟ ଆତିଥି ଭାବରେ ପୁରୀଜିଲା ପରିଷଦ ସଭ୍ୟ

ଅକ୍ଟୋବର ୩୧ ପର୍ଯ୍ୟନ୍ତ ସିନେମା ହଲ୍, ସ୍କୁଲ୍ ଓ ମନ୍ଦିରରେ ତାଲା

ରାଜ୍ୟରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସିନେମା ହଲ୍, ସ୍କୁଲ୍ ଓ ମନ୍ଦିରରେ ତାଲା-କେନ୍ଦ୍ର ସରକାରଙ୍କ ଅନଲକ୍ ୫.୦ ଗାଇଡଲାଇନ୍ ପରେ ଆଜି ରାଜ୍ୟ ସରକାର ନିଜସ୍ୱ ଗାଇଡଲାଇନ୍ ଜାରି କରିଛନ୍ତି।-କଣ୍ଟେନମେଣ୍ଟ ଜୋନରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ କଟକଣା ଜାରି

୩ ଅକ୍ଟୋବରରେ ବିଶ୍ୱର ଦୀର୍ଘତମ ଅଟଳ ଟନେଲର ଉଦଘାଟନ

ଖବରଆଜି ସକାଳର ,ଆଜିରତାରିଖ ୦୨/୧୦/୨୦ ଶୁକ୍ରବାର।୧-ଆଇପିଏଲ୍ ଟକ୍କର: ମୁମ୍ବାଇ ଇଣ୍ଡିଆନ୍ସର ଦ୍ୱିତୀୟ ବିଜୟ, ୪୮ ରନର ବଡ଼ ବ୍ୟବଧାନରେ ପଞ୍ଜାବକୁ ହରାଇଲା ରୋହିତ୍ ବାହିନୀ ।୨-ଲଘୁଚାପରେ ପରିଣତ ହେଲା ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ । ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ।

ଆଜିର ରାଶିଫଳ

ଅକ୍ଟୋବର ୦୨ ତାରିଖ ୨୦୨୦ମସିହା(ଶୁକ୍ରବାର),ଆଶ୍ଵିନ-ମଳ କୃଷ୍ଣପକ୍ଷତିଥି-ପ୍ରତିପଦ , ନକ୍ଷତ୍ର-ଉତ୍ତରଭାଦ୍ର ,ଧନୁ ରାଶି ର ଘାତଚନ୍ଦ୍ର , ବିଛା,ଧନୁ ଓ ମୀନ ରାଶିର ଘାତବାର , ଆଜି ପ୍ରତିପଦାର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ ।ମେଷ-ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ