ଆଇପିଏସ୍ ସ୍ତରରେ ଅଦଳବଦଳ

0 227

ଭୁବନେଶ୍ୱର,୯/୬(ଏସଏସନିୟୁଜ) ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ନରସିଂହ ଭୋଳ ହେଲେ କେନ୍ଦ୍ରାଞ୍ଚଳ ଆଇଜି.,ହିମାଂଶୁଲାଲ ହେଲେ ପୂର୍ବାଞ୍ଚଳ ଆଇଜି, ଦିପକ କୁମାର ହେଲେ ଉତ୍ତରାଞ୍ଚଳ ଡିଆଇଜ.ରାଜକିଶୋର ପାଇକରାୟ ହେଲେ ଦେବଗଡ଼ ଏସ୍‌ପି, ଦୀପ୍ତେଶ କୁମାର ପଟ୍ଟନାୟକ ହେଲେ ଜେଲ ବିଭାଗ ଆଇଜ. ଡି.ପି. ତ୍ରିପାଠୀ ହେଲେ ହେଲେ କଟକ ରେଲୱେ ଏସ୍‌ପି ଭାବରେ ଅବସ୍ଥାପିତ କରାଯାଇଥିବାନେଇ ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଜାରିହୋଇଛି ।

Leave A Reply

Your email address will not be published.