ଜିପ ସହ ଗଂଜେଇ ଜବତ

ଲମତାପୁଟ,୧୯/୭(ଏସ ଏସ ନିଉଜ)ସାହୁପୁଟ ଛକରୁ ୨୦ ଲକ୍ଷର ଗଞ୍ଜେଇ ସହ ଜିପ୍ ଜବତ ହୋଇଛି ।ଆନ୍ଧ୍ରରୁ ପାଡୁଆ ଅଭିମୁଖେ ଚାଲାଣ ବେଳେ ଧରାପଡ଼ିଲା ।ତେବେ କୌଶଳ କ୍ରମେ ଚାଳକ ଫେରାର ହୋଇଯାଇଛି ।ଜବତ ଗଞ୍ଜେଇର ପରିମାଣ ୨ କ୍ୱିଣ୍ଟାଲ ୧୫ କେଜି ବୋଲି ସୂଚନା ମିଳିଛି ।

- Advertisement -

Leave A Reply

Your email address will not be published.