ମହିଳାକବାଡି ଟୁର୍ଣାମେଂଟ

0 654

ଭୁବନେଶ୍ୱର-ବାରଙ୍ଗ କୁଞବିହାରୀକଲେଜରେ ଉକ୍ତଳବିଶ୍ୱବିଦ୍ୟାଳୟ ମହିଳା ଆନ୍ତ ମହାବିଦ୍ୟାଳୟ କବାଡିଟୁର୍ଣାମେଂଟ୍ ଉଦଯାପିତ ହୋଇଯାଇଛି ।ଏଥିରେ ୪୧୫ଟି ମହାବିଦ୍ୟାଳୟ ଭାଗ ନେଇଥିଲେ । ତିନିଦିନଧରି କଲେଜ ଖେଳପଡିଆରେ ଅନୁଷ୍ଠିତ ଏହି ଟୁର୍ଣାମେଂଟର ଫାଇନାଲ ମ୍ୟାଚ୍ ଜିପିଇ ମହାବିଦ୍ୟାଳୟ ଓ ବାରଙ୍ଗକୁଞବିହାରୀମହାବିଦ୍ୟାଳୟ ମଧ୍ୟରେ ହୋଇଥିଲା । ଜିପିଇକୁ ୩୩-୨୦ରେ ପରାସ୍ତକରି ବାରଙ୍ଗକୁଞବିହାରୀମହାବିଦ୍ୟାଳୟ ଚମ୍ପିୟାନ ହୋଇଥିଲା । କଲେଜର ଅଧକ୍ଷ ବିମଳଚରଣଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନିଉସ୍ବରେ ଉକ୍ତଳବିଶ୍ୱବିଦ୍ୟାଳୟର ସ୍ପୋର୍ଟସ କାଉନ ସିଲର ନିର୍ଦ୍ଦେଶକ ମହେଶସାହୁ,ପ୍ରଫେସର ସୁର୍ଯକାନ୍ତପଣ୍ଡା,ପ୍ରଫେସର ସୁଧାଂଶୁଲେଙ୍କା,ପ୍ରକାସପରିଡା,ଅଧ୍ୟାପିକା ଲକ୍ଷ୍ମୀସ୍ୱାଇଁପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ । କ୍ରିଡାଅଧ୍ୟାପକ ପ୍ରବୀରକୁମାରମହାନ୍ତି ଏହାକୁ ପରିଚଳନା କରିଥିଲେ ।ା

Leave A Reply

Your email address will not be published.