ନୂଆଦଳ ଗଢ଼ିବେ ଆନ୍ନାମଲାଇ

ଭୁବନେଶ୍ୱର,୫।୬(ଏସଏସନିଉଜ)ନୂଆଦଳ ଗଠନ କରିବେ ବୋଲି କହିଛନ୍ତି କେ. ଆନ୍ନାମଲାଇ।
ବିଜେପିରୁ ଇସ୍ତଫା ପରେ ନୂଆ ଦଳ ଗଢ଼ିବେ କହିଲେ ଆନ୍ନାମଲାଇ।ତାମିଲନାଡ଼ୁରେ ଆରମ୍ଭ ହେବ ଏକ ନୂଆ ରାଜନୈତିକ ଆନ୍ଦୋଳନ।ନୂଆ ରାଜନୈତିକ ଆନ୍ଦୋଳନରେ ବଂଶବାଦର କୌଣସି ସ୍ଥାନ ନାହିଁ।ଗତ ୧୮ମାସ ହେବ ଏକାଧିକ ପ୍ରସଙ୍ଗରେ ବିଜେପି ସହ ଅସହମତି ଥିଲା।ଆସନ୍ତା ନିର୍ବାଚନରେ ମୋଦଳ ଲଢ଼ିବ ବୋଲି କହିଛନ୍ତି ଆନ୍ନାମଲାଇ।

- Advertisement -

Leave A Reply

Your email address will not be published.