ଆଜିର ଅନୁଚିନ୍ତା

 ତାରିଖ - ୧୦:୦୭:୨୦୨୧ (ଶୁକ୍ରବାର)

0 577

?ରୁଷି ଯାଇଥିବା ମଣିଷକୁ ମନେଇ ହେବ,” କିନ୍ତୁ ” ବଦଳି ଯାଇଥିବା ମଣିଷ କୁ କେବେବି ମାନେଇ ହେବନାହିଁ ।
?ଆଜିର ଦୁନିଆଁରେ ସେହି ଲୋକଙ୍କୁ ସବୁବେଳେ ଦୁଃଖ ମିଳେ…. ଯିଏ କି ସମସ୍ତଙ୍କୁ ନିଜର ବୋଲି ଭାବିନିଏ ।
?ମନର କଷ୍ଟ କେହି ବି ବୁଝନ୍ତିନି, ଶେଷରେ ନିଜେ ବୁଝି ପୁଣି ଆଗକୁ ବଢିବାକୁ ହୁଏ । ଏହା ହିଁ ହେଉଛି ଯିବନ ।
?ସବୁ ପାଠ ବହିରେ ନଥାଏ, କିଛି ଶିକ୍ଷା ସମୟ ଆଉ ପରିସ୍ଥିତି ଅଭିଜ୍ଞତା ଆକାରରେ ସେଖେଇଦେଇ ଥାଏ ।
?ଯେ ପର୍ଯ୍ୟନ୍ତ ଶିକ୍ଷାର ମାନେ ଚାକିରୀକୁ ବୁଝାଉଥିବ ସେ ପର୍ଯ୍ୟନ୍ତ ” ସମାଜ ” ରେ ଭିକାରୀ ଅଧିକ ବଢ଼ୁଥିବେ ମାଲିକ ନୁହେଁ……….
ସଂଘର୍ଷ ବିନା ଜୀବନରେ ବଞ୍ଚିରହିବା ବା ସଫଳତା ପାଇବା ଏତେଟା ସହଜ ନୁହେଁ…. କାରଣ -ହାତୁଡି ଓ ନିହାଣର ମାଡ ଯେ ପର୍ଯ୍ୟନ୍ତ ପଥରରେ ନ ପଡିଛି, ସେ ପର୍ଯ୍ୟନ୍ତ ପଥରଟି ମୂର୍ତ୍ତିଟିଏ ହୋଇ ପାରେନାହିଁ…
ସର୍ବେ ଭବନ୍ତୁ ସୁଖିନଃ। ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖଭାଗ୍ଭବେତ୍ ॥
ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ ॥ ଶୁଭ ସକାଳ !ଜୟ ଜଗନ୍ନାଥ,ଜୟ ସୋମନାଥ!

 

 

Leave A Reply

Your email address will not be published.