ଆଜିର ଅନୁଚିନ୍ତା

 ତାରିଖ ୧୧:୧୦:୨୦୨୧(ସୋମବାର)

0 278

🦋ଉପଦେଶ ଦେବା ସହଜ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ ।ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ ।
🦋ଭାଗ୍ୟ କେବଳ ପରିଶ୍ରମ ଦ୍ଵାରା ବଦଳିଥାଏ ବସିକି ଚିନ୍ତା କରିଲେ ନୁହେଁ ।
🦋ସ୍ବାମୀ ଏବଂ ସ୍ତ୍ରୀ ଦୁଇଜଣ ୩ ଟି ଜିନିଷରେ ସମାନ ହେବା ଉଚିତ୍-●ବୁଝାମଣା●ସହନଶକ୍ତି●ପରସ୍ପର ସମ୍ମାନ ।
🦋ଛୋଟ ଛୋଟ କଥାକୁ ହୃଦୟରେ ଧରି ରଖିଲେ ଉତ୍ତମ ସମ୍ପର୍କ ମଧ୍ୟ ଦିନେ ନା ଦିନେ ଦୁର୍ବଳ ହୋଇଯାଏ ।
🦋ଦୁନିଆରେ ସବୁଠାରୁ ଦାମୀ ଜିନିଷ ହେଲା “ବିଶ୍ବାସ” ଯାହା ଅର୍ଜନ କରିବାକୁ ବର୍ଷ ପରେ ବର୍ଷ ଲାଗିଯାଏ କିନ୍ତୁ ହରେଇବାକୁ ଗୋଟେ Second ଲାଗେନା ।
🙏ଓଁ ନମଃ ଶିବାୟ🙏ଶୁଭ ସକାଳ.ଆଜି ସୋମବାର ପ୍ରଭୁ ଦେବ ଦେବ ମହାଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏ଜୟ ଜଗନ୍ନାଥ,ଜୟ ସୋମନାଥ🙏

Leave A Reply

Your email address will not be published.