ଆଜିର ଅନୁଚିନ୍ତା

ତାରିଖ - ୨୦:୦୧:୨୦୨୧ (ବୁଧବାର )

0 296

ସବୁ ମଣିଷ ଭିତରେ ଏହି ତିନୋଟି ଜିନିଷ ରହିବା ନିହାତି ଦରକାର !
ସୁନ୍ଦର ଚରିତ୍ର
ଭଲ ଚିନ୍ତାଧାରା
ସତ୍ ଭାବନା
➡️”କ୍ରୋଧ “କେବଳ ନିଜର କ୍ଷତି କରିଥାଏ,”ହସ” ସମ୍ପର୍କ ସୃଷ୍ଟି କରିବାକୁ ରାସ୍ତା ଦେଖାଏ
“ଅଭିମାନ ” ସମ୍ପର୍କକୁ ନିବିଡ କରେ
“ସ୍ନେହରେ ” ସମ୍ପର୍କ ବନ୍ଧା ହୁଏ
“ଅହଙ୍କାର ” ସମ୍ପର୍କକୁ ଦୂରେଇ ଦିଏ
“ଜିଦି” ସମ୍ପର୍କକୁ ଭାଙ୍ଗି ଦିଏ —
➡️ଇଛାଠାରୁ ସବୁବେଳେ ଦୂରେଇ ରୁହ, କାରଣ ପୂର୍ଣ୍ଣ ହେଲେ ଲୋଭ ବଢିଥାଏ, ପୂର୍ଣ୍ଣ ନହେଲେ କ୍ରୋଧ ବଢିଥାଏ ।
➡️ରାଗରେ ଅନ୍ଧ ହୋଇ ମଣିଷ ନିଜକୁ ବି ଭୁଲିଯାଏ, ରାଗ ସିନା ପରେ ଶାନ୍ତ ହୋଇଯାଏ କିନ୍ତୁ ରାଗରେ କରିଥିବା କାମ ପାଇଁ ସାରା ଜୀବନ ପଶ୍ଚାତାପ କରିବାକୁ ପଡିଥାଏ ।
➡️ଜୀବନର ସର୍ବଶ୍ରେଷ୍ଠ ଗୁରୁ ହେଉଛି “ସମୟ” କାରଣ ଯାହା ସମୟ ଶିଖାଇଥାଏ ତାହା ଆଉ କେହି ଶିଖେଇ ପାରିବେ ନାହିଁ ।
➡️ସବୁଦିନ ହ୍ଵାଟ୍ସଆପ ଏବଂ ଫେସବୁକ ରେ Status ବଦଳେଇଲେ ଜୀବନ ବଦଳିଯାଏନି।ଜୀବନ ବଦଳେଇବାକୁ ହୃଦୟରେ ଗୋଟିଏ Status ଯଥେଷ୍ଟ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ !ଜୟ ଜଗନ୍ନାଥ !

Leave A Reply

Your email address will not be published.