ଆଜିର ଅନୁଚିନ୍ତା

ତାରିଖ - ୦୩:୦୧:୨୦୨୨(ସୋମବାର)

0 554

🦋ଟିକିଏ ଥଣ୍ଡା ମୁଣ୍ଡରେ ଭାବି ଦେଖନ୍ତୁ ଏତେ ରାଗ , ରୁଷା , ଅଭିମାନ , ଇର୍ଷା କ’ଣ ପାଇଁ , ଥରେ ନିଶ୍ବାସ ବନ୍ଦ ହୋଇଗଲେ ସବୁ ଶେଷ ହୋଇଯାଏ ।
🦋କଥାରେ ଅଛି ପକେଟରେ ଟଙ୍କା ଥିଲେ ଦୁନିଆଁ ଲୋକଙ୍କୁ ଚିହ୍ନିବ ” ଆଉ “ଟଙ୍କା ନ ଥିଲେ ନିଜ ଲୋକଙ୍କୁ ଚିହ୍ନିବ।
🦋ତ୍ଯାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ କାରଣ ଏଠି ଗୋଟିଏ ନିଃଶ୍ବାସ ନେବା ପାଇଁ ମଧ୍ୟ ପ୍ରଥମ ନିଶ୍ବାସକୁ ଛାଡିବାକୁ ପଡିଥାଏ ।
🦋କୌଣସି ପଦ ପଦବୀ ରେ ନଥାଇ ବି ଯିଏ ଗରିବ ର ଦୁଃଖ ରେ ସହାୟ ହୋଇଥାଏ ସେ ସବୁବେଳେ ପୂଜ୍ୟ ଓ ସମ୍ମାନ ର ହକଦାର ହୋଇଥାଏ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!ଜୟ ଜଗନ୍ନାଥ,ଓଁ ନମଃ ଶିବାୟ,ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ସର୍ବଦା ମିଛ କହୁଥାଏ ଓ ଆପଣଙ୍କ ଶତ୍ରୁ ଆଗରେ ଆପଣଙ୍କ ବିରୋଧରେ ଖରାପ କଥା କହୁଥାଏ ହେଲେ ଆପଣଙ୍କ ପାଖକୁ ଆସି ସେ ତୁମର ସେହି ଶତ୍ରୁ ବିଷୟରେ କହେ; ତେବେ ଜାଣନ୍ତୁ ସେଭଳି ମଣିଷ ସ୍ୱାର୍ଥପର ଅଟନ୍ତି ll
🌷ନିଜ ଇଚ୍ଛାରେ କେବେ ସୁଖ ମିଳେ ନାହିଁ । ଆତ୍ମ ସନ୍ତୋଷ ହିଁ ପ୍ରକୃତ ସୁଖ !!
🌷ନିଜର ଏବଂ ଅନ୍ୟର ଆତ୍ମାର ଆହ୍ୱାନକୁ ଏଡି ଦେଇ ହେବନାହିଁ !!
🌷ନିଜର କର୍ମ ଏବଂ ସାମର୍ଥ୍ୟ ବଳରେ ଜଣେ ଚାହିଁଲେ ନିଜର ଜୀବନଶୖଳୀ କୁ ବଦଳାଈ ଦେଈପାରେ!!
🌷ନୀୟତି ଯାହା କରେ ପ୍ରାଣୀର ମଙ୍ଗଳ ପାଇଁ । ଏଣୁ ଭାବି ନେବା ଉଚିତ ଯେ ଯାହା ହେଉଛି ଭଲ ହେଉଛି !!
🌷ଯାହା ହୋଇଛି ଭଲ ହୋଇଛି ଏବଂ ଯାହା ଆଗକୁ ହେବ ତାହା ମଧ୍ୟ ଭଲ ହେବ । ସବୁ ସେଇ ନୀୟତିର ଇଚ୍ଛା !!ଜୟ ମା’ ମଙ୍ଗଳା, ଶୁଭ ସକାଳ!!ଆଜିର ଦିନଟି ଆପଣଙ୍କର ଶୁଭମୟ ଓ ମଙ୍ଗଳମୟ ହେଉ..!,ଆଜି ସୋମବାର ପ୍ରଭୁ ଦେବ ଦେବ ମହାଦେବଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ,ଆପଣଙ୍କ ଦିନଟି ମଙ୍ଗଳମୟ ହେଉ ମୋର ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା..! ପ୍ରଭୁ ଜଗତର ନାଥ ଜଗନ୍ନାଥ ଏଇ ସଂସାରକୁ ମହାମାରୀରୁ ରକ୍ଷା କର ମୋର ଏତିକି ପ୍ରାର୍ଥନା..!

 

Leave A Reply

Your email address will not be published.