ଆଜିର ଅନୁଚିନ୍ତା ତାରିଖ

- ୦୪:୦୨:୨୦୨୧ ( ଗୁରୁବାର )

0 361

➡️ସମୟ କାହାକୁ ଅପେକ୍ଷା କରେ ନାହିଁ, ସମୟ ସହ ତାଳ ଦେଇ ବଞ୍ଚିବାକୁ ପଡିଥାଏ ।
➡️ମାଆ ଭଳି ଭଲ ପାଉଥିବା, ବୁଝି ପାରୁଥିବା ଆଉ ବୁଝାଇ ପାରୁଥିବା ସାଥିଟିଏ ମିଳିବା ବହୁତ କଷ୍ଟ ।
➡️କର୍ମ ଫଳ ନିଶ୍ଚିତ ମିଳେ ।ହୁଏତ ସଙ୍ଗେ ସଙ୍ଗେ ନ ମିଳିପାରେ କିନ୍ତୁ ଦିନେ ନା ଦିନେ ମିଳେ ।ତେଣୁ କର୍ମ କରିବା ପୂର୍ବରୁ ଭୁଲ୍ କି ଠିକ୍ ବିଚାର କରିନେବା ଉଚିତ୍ ।
➡️ପୂରଣ ହେଉ କିମ୍ବା ନ ହେଉ ସମସ୍ତଙ୍କର କିଛି ନା କିଛି ନିଜସ୍ଵ ସ୍ବପ୍ନ ରହିଥାଏ ।
➡️ମାନବିକତା ଠାରୁ ଆଉ କୌଣସି ବଡ ଧର୍ମ ନାହିଁ ।
➡️ସବୁବେଳେ ସମସ୍ତଙ୍କ ପାଇଁ ଭଲ ଚିନ୍ତା କରିବା ଉଚିତ୍ ।
➡️ବିଶ୍ବାସ-ବିଶ୍ବାସ ଗୋଟେ ଛୋଟ ଶବ୍ଦ,ପଢିଲେ ଗୋଟେ Second ଲାଗେ, ଭାବିଲେ ଗୋଟେ Minute କିନ୍ତୁ ପ୍ରମାଣ କରିବାକୁ ପୁରା Life ସରିଯାଏ ।
➡️ଆପଣ ଭୁଲ୍ ରାସ୍ତାରେ କେତେ ଦୂର ଚାଲିଗଲେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ।ସବୁବେଳେ ପଛକୁ ଫେରିବାର ସମ୍ଭାବନା ସବୁବେଳେ ରହିଥାଏ
➡️ମଣିଷ ହେଉଛି ଦୁନିଆର ଏକମାତ୍ର ଜୀବ,ଯାହାକୁ ହସିବାର ଗୁଣ ଦିଆଯାଇଛି
➡️ଜ୍ଞାନ ଅତୀତକୁ ବ୍ୟାଖ୍ୟା କରିବାକୁ ନୁହେଁ ବରଂ ଭବିଷ୍ୟତ ନିର୍ମାଣ ପାଇଁ ହୋଇଥାଏ।
ଜୀବନ ଦର୍ଶନ-
➡️ଆମର ଜୀବନ ଏକ ଯୁଦ୍ଧକ୍ଷେତ୍ର ଅଟେ। ଯେଉଁଠାରେ ପ୍ରତିମୁହୁର୍ତରେ ବିଭିନ୍ନ ପ୍ରକାରର ସମସ୍ୟାସହିତ ଲଢିବାକୁ ପଡିଥାଏ। ନିଜର ଇଛାମୁତାଵକ କିଛି ମିଳେନି। ଆଉ ଯାହା ମିଳେ ତାକୁ ହିଁ ଗ୍ରହଣକରି ନିଜ କୁ ଚଳେଇବାକୁ ପଡିଥାଏ।
ମହାପୁରୁଷଙ୍କ ବାଣୀ-
➡️ଶାନ୍ତି ହସରୁ ଆରମ୍ଭ ହୋଇଥାଏ .- ମଦର ଟେରେସା
➡️ସତ୍ୟ ପାଇଁ ସବୁକିଛି ପରିତ୍ୟାଗ କରାଯାଇପାରେ, କିନ୍ତୁ ସତ୍ୟକୁ କୌଣସି ଜିନିଷ ପାଇଁ ଛାଡି ଦିଆଯାଇପାରିବ ନାହିଁ, ଏହାକୁ ବଳି ଦିଆଯାଇପାରିବ ନାହିଁ – ସ୍ୱାମୀ ବିବେକାନନ୍ଦ
ଗୀତା ଉପଦେଶ-
➡️ଯାହା ବାସ୍ତବ ନୁହେଁ, ସେ ବିଷୟରେ ଭୟ କର ନାହିଁ କିମ୍ବା କେବେ ହେବ ନାହିଁ , ବାସ୍ତବ କ’ଣ, ଏହା ସର୍ବଦା ଥିଲା ଏବଂ କେବେ ବି ନଷ୍ଟ ହୋଇପାରିବ ନାହିଁ
➡️ଇନ୍ଦ୍ରିୟ ଜଗତରେ, କଳ୍ପନା ହେଉଛି ସୁଖର ଆରମ୍ଭ ଏବଂ ଶେଷ ଯାହା ଦୁଃଖର କାରଣ ହୋଇଥାଏ।
ଆଜିର ସୁବିଚାର-
➡️ଆପକୀର୍ତ୍ତି ଅମର ରହିଥାଏ,ଯେତେବେଳେ ଆମେ ଭାବିବା ଅପକୀର୍ତ୍ତି ମରିଗଲା।ସେତେବେଳେ ମଧ୍ୟ ଜୀବିତ ଥାଏ
➡️ଆତ୍ମନିର୍ଭରଶୀଳତା ହେଉଛି ଭଲ ଆଚରଣର ମୂଳଦୁଆ
➡️ଆପଣଙ୍କର ଦକ୍ଷତା ଆପଣଙ୍କୁ ଶିଖରରେ ପହଞ୍ଚିବାରେ ସାହାଯ୍ୟ କରିପାରିବ, କିନ୍ତୁ ଶୀର୍ଷରେ ରହିବାକୁ ହେଲେ ଚରିତ୍ର ଭଲ ରହିବା ଜରୁରୀ
ଆଜିର ନୀତିବାଣୀ
➡️ସମସ୍ତଙ୍କ ସହିତ ଖରାପ ରାସ୍ତାକୁ ଯିବା ଅପେକ୍ଷା, ଏକୁଟିଆ ଭଲ ରାସ୍ତାକୁ ଯିବା ଭଲ
➡️ଯେଉଁମାନେ ଶାନ୍ତ ଅଛନ୍ତି, ସେମାନେ କେବଳ ଜୀବନରେ କିଛି ହାସଲ କରିପାରିବେ
➡️ଆମର ଦୁଖଃର କାରଣ ପୁଅ କିମ୍ବା ବନ୍ଧୁ ନୁହେଁ ଏହାର କାରଣ ହେଉଛି ଆମ ଭିତରେ ଥିବା ଅଜ୍ଞତା
➡️ଦେବମଣିଷ ଜାତି ଦ୍ୱାରା ନୁହେଁ ବରଂ ଗୁଣ ଦ୍ୱାରା ସମ୍ମାନିତ ହେବା ଉଚିତ୍
➡️ଖୁସି ରୁହ, ତୁମର ସୁଖ ଅନ୍ୟ ମାନଙ୍କୁ ବାଣ୍ଟ ଜ୍ଝ ସେହି ଖୁସିହିଁ ସୁଖର ମୂଳ ରହସ୍ୟ
ଶୁଭ ସକାଳ ।। ଜୟ ଶ୍ରୀକୃଷ୍ଣ ।।

Leave A Reply

Your email address will not be published.