ଆଜିର ଅନୁଚିନ୍ତା

ତାରିଖ - ୧୪:୦୩:୨୦୨୧ (ରବିବାର)

0 416

➡️ଯେଉଁମାନେ ଗଢିବାର କ୍ଷମତା ରଖନ୍ତି ସେମାନେ ନିଜେ କେବେ ଭାଙ୍ଗି ପଡନ୍ତି ନାହିଁ, ସବୁଥର ସେମାନେ କିଛି ନା କିଛି ଶିଖନ୍ତି ଏବଂ ଆଗକୁ ବଢନ୍ତି ।
➡️ମୃତ୍ୟୁ ପ୍ରଶ୍ନ କଲା ଜୀବନକୁ -କାହିଁକି ତୁମକୁ ସମସ୍ତେ ଭଲ ପାଆନ୍ତି ? ଆଉ ମୋତେ ଘୃଣା, କରନ୍ତି ଜୀବନ ହସି ଦେଇ କହିଲା,କାରଣ ମୁଁ ହେଉଛି ଗୋଟେ ମିଛ ଦୁନିଆ ଆଉ ତୁମେ ଗୋଟିଏ ନିରାଟ ସତ୍ୟ –!!!
➡️ତୁମେ କେତେ ଶିକ୍ଷିତ ତାହା ତୁମ ରୁପ ଦେଖି ନୁହେଁ ତୁମ ଗୁଣରୁ ବୁଝାପଡେ, ତୁମେ କେତେ ସୁନ୍ଦର ତାହା ତୁମ ଡିଗ୍ରୀ ଦେଖି ନୁହେଁ ତୁମ ବ୍ୟବହାରରୁ ପ୍ରକାଶ ପାଏ, ତୁମେ କେତେ ଭଲପାଅ ତାହା ତୁମ ଉପହାର ଦେଖି ନୁହେଁ ଆଚରଣରୁ ଜଣାପଡେ ।
➡️କଥାରେ ନୁହେଁ କାମରେ କରି ଦେଖାନ୍ତୁ କାରଣ ଲୋକମାନେ ଶୁଣିବାକୁ ନୁହେଁ ଦେଖିବାକୁ ପସନ୍ଦ କରିଥାନ୍ତି ।
➡️ସବୁବେଳେ ସମସ୍ତଙ୍କ ପାଇଁ Available ନ ରହି –ନିଜକୁ Valuable ବନାଅ ।

ସମସ୍ୟାରେ ଆତ୍ମହରା ହେବା ଅନୁଚିତ କାରଣ ପ୍ରତି ସମସ୍ୟାର ସର୍ବଦା ସମାଧାନର ଉପାୟ ଅଛି । “ମନୁଷ୍ୟର ଅଜ୍ଞତା ତାର ପ୍ରକୃତ ଶତ୍ରୁ ।
“ମନୁଷ୍ୟର ମୁହଁ ଚିହ୍ନିବା ସହଜ କିନ୍ତୁ ତାର ମନ ଜାଣିବା କଷ୍ଟକର ।”ଶାନ୍ତି ହେଉଛି ପରମ ଶୁଖ ।
“ଭଲ କର୍ମ କରିବାର ପ୍ରଚେଷ୍ଟା ମହାନ ହବା ଠାରୁ ଭଲ, ଅନ୍ୟଥା ତୁମେ ଅସୁବିଧାର ସମୁଖିନ୍ନ ହେବ । “ସ୍ଵଚ୍ଛ, ଷ୍ପଷ୍ଟ, ସାନ୍ତ; ମହାନ ଲୋକର ଚରିତ୍ର ।
“ଚିନ୍ତା ଆୟୁସ ହ୍ରାସେ ।  ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ !

 

Leave A Reply

Your email address will not be published.