ଆଜିର ଅନୁଚିନ୍ତା

ତାରିଖ - ୨୫:୦୪:୨୦୨୧ (ରବିବାର)

0 239

➡️ଜୀବନ ରୂପକ ବହିରେ ସବୁଠାରୁ ସୁନ୍ଦର ପୃଷ୍ଠା ହେଉଛି ” ଆମ ପିଲାଦିନ ” ଯାହା ଗୋଟିଏ ସ୍ମରଣୀୟ ଫର୍ଦ୍ଦ ।
➡️ଜୀବନ ହେଉଛି ଗୋଟିଏ ଏମିତି ଗଣିତ ଯାହାକୁ କଷିବା ପାଇଁ ପ୍ରତିଦିନ ଓ ପ୍ରତି ମୁହୁର୍ତ୍ତରେ ନୂଆ ନୂଆ ସୂତ୍ରର ପ୍ରୟୋଗ କରିବା ପାଇଁ ପଡେ ।
➡️ଧନୀ ସିଏ ନୁହେଁ ଯାହା ଘରେ ପୁଳାଏ ଟଙ୍କା, ବଡ ଗାଡି ଥାଏ । ଅସଲ ଧନୀ ତ ସିଏ ଯାହା ଘରେ ଝିଅ ଆଉ ବୋହୁଟିଏ ହସୁଥାଏ ।
➡️ସୁନ୍ଦର ଲୋକମାନେ ସବୁବେଳେ ଭଲ ହୋଇ ନ ଥାଆନ୍ତି ।କିନ୍ତୁ ଭଲ ଲୋକମାନେ ସବୁବେଳେ ସୁନ୍ଦର ହୋଇଥାଆନ୍ତି ।
➡️ପ୍ରକୃତି ଏମିତି ଗୋଟିଏ ଜିନିଷ ଗୋଟେ ଗସଦ୍ଭଙ୍କଗ୍ଧର ପୂର୍ବରୁ ଆପଣଙ୍କୁ ହସେଇବ, ଆଉ ପୁଣି ଗୋଟେ ଗସଦ୍ଭଙ୍କଗ୍ଧର ପରେ କନ୍ଦେଇବ !
-ପୃଷ୍ଠ ଭୂମି-
?ଆଧ୍ୟାତ୍ମିକଜ୍ଞାନର ନିତ୍ୟତ୍ବ ଏବଂ ତତ୍ତ୍ୱଜ୍ଞାନର ଅର୍ଥରୂପ ଆଉ ପରମାତ୍ମାଙ୍କୁ ସର୍ବତ୍ର ଦର୍ଶନ ହିଁ ପ୍ରକୃତ ଜ୍ଞାନ !
?ମନକୁ ଏପରି ବଶ କରିବା ଉଚିତ କି ମନ ଯେଉଁଆଡେ ଯିବ ମାଧବ ସେହିଠି ଥିବେ କ୍ଷ ତେଣୁ କୁହାଯାଏ,, ଯତ୍ର ଯତ୍ର ମନୋ ଯାତି ତତ୍ର ତତ୍ର ମାଧଵଃ !
?ସାଧକ ଯେତେବେଳେ ଅଦ୍ବୟ ସ୍ଥିତିରେ ପହଞ୍ଚନ୍ତି ସେଠାରେ ସଂସାର, ମାୟା, ଜନ୍ମ କି ମୃତ୍ୟୁ କିଛି ନ ଥାଏ, ଥାଏ କେବଳ ପରମ ଆନନ୍ଦ !
?ସାଧାରଣ ଲୋକଙ୍କ କର୍ମ ନେଇ ଏକ ସଂସ୍କାର ଜାତ ହୁଏ, ଛୋଟ ପିଲାର ହୁଏ ନାହିଁ କ୍ଷ ଅବତାର ପୁରୁଷ, ଜୀବନ୍ମୁକ୍ତର ସଂସ୍କାର ଜାତ ହୁଏ ନାହିଁ !
?ଜଣେ ଗୃହସ୍ଥ ନିଜ ସ୍ବଧର୍ମରେ ନିଷ୍ଠାବାନ ଥିଲେ ସେ ବି ଜଣେ ମହାନ ତପସ୍ବୀ ଠାରୁ ଆହୁରି ମହାନ !!
?ଯେ ସମସ୍ତ ପ୍ରକାର ବାହ୍ୟ ବିଷୟରେ ସମ୍ପୃକ୍ତ ଥାଇ ମଧ୍ୟ କୃଷ୍ଣପ୍ରେମରେ ତନ୍ମୟ ରହିପାରେ ସେ ବି ପରମହଂସ ବୋଲାଇଥାଏ !
-ଆଜିର ସନ୍ଥବାଣୀ-
?ଆଧ୍ୟାତ୍ମିକଜ୍ଞାନର ନିତ୍ୟତ୍ବ ଏବଂ ତତ୍ତ୍ୱଜ୍ଞାନର ଅର୍ଥରୂପ ଆଉ ପରମାତ୍ମାଙ୍କୁ ସର୍ବତ୍ର ଦର୍ଶନ ହିଁ ପ୍ରକୃତ ଜ୍ଞାନ !
?ମନକୁ ଏପରି ବଶ କରିବା ଉଚିତ କି ମନ ଯେଉଁଆଡେ ଯିବ ମାଧବ ସେହିଠି ଥିବେ କ୍ଷ ତେଣୁ କୁହାଯାଏ,, ଯତ୍ର ଯତ୍ର ମନୋ ଯାତି ତତ୍ର ତତ୍ର ମାଧଵଃ !
?ସାଧକ ଯେତେବେଳେ ଅଦ୍ବୟ ସ୍ଥିତିରେ ପହଞ୍ଚନ୍ତି ସେଠାରେ ସଂସାର, ମାୟା, ଜନ୍ମ କି ମୃତ୍ୟୁ କିଛି ନ ଥାଏ, ଥାଏ କେବଳ ପରମ ଆନନ୍ଦ !
?ସାଧାରଣ ଲୋକଙ୍କ କର୍ମ ନେଇ ଏକ ସଂସ୍କାର ଜାତ ହୁଏ, ଛୋଟ ପିଲାର ହୁଏ ନାହିଁ କ୍ଷ ଅବତାର ପୁରୁଷ, ଜୀବନ୍ମୁକ୍ତର ସଂସ୍କାର ଜାତ ହୁଏ ନାହିଁ !
?ଜଣେ ଗୃହସ୍ଥ ନିଜ ସ୍ବଧର୍ମରେ ନିଷ୍ଠାବାନ ଥିଲେ ସେ ବି ଜଣେ ମହାନ ତପସ୍ବୀ ଠାରୁ ଆହୁରି ମହାନ !
?ଯେ ସମସ୍ତ ପ୍ରକାର ବାହ୍ୟ ବିଷୟରେ ସମ୍ପୃକ୍ତ ଥାଇ ମଧ୍ୟ କୃଷ୍ଣପ୍ରେମରେ ତନ୍ମୟ ରହିପାରେ ସେ ବି ପରମହଂସ ବୋଲାଇଥାଏ !
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!

 

Leave A Reply

Your email address will not be published.