ଓଡ଼ିଶା ପଞ୍ଚଭୂତରେ ଲୀନହେଲେ ଗୀତାମେହେଟା SATYA SANDHANA DESK Sep 18, 2023 ଭୁବନେଶ୍ୱର,୧୮ା୯(ଏସଏସନିଉଜ) ପ୍ରସିଦ୍ଧ ଲେଖିକା, ଚଳଚ୍ଚିତ୍ର ନିର୍ମାତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟାପଞ୍ଚଭୂତରେ ଲୀନ ହୋଇଛନ୍ତି… Read More...
ଅପରାଧ ଓଲଟିଲା ଗ୍ୟାସ୍ ସିଲିଣ୍ଡରବୋଝେଇ ଟ୍ରକ୍ SATYA SANDHANA DESK Sep 18, 2023 କଟକ,୧୮ା୯(ଏସଏସନିଉଜ) ଶିଖରପୁର ଅଞ୍ଚଳରେ ଗ୍ୟାସସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡ଼ିବା ପରେ ରାସ୍ତା ଉପରେ ଗ୍ୟାସ ସିଲିଣ୍ଡର ବିଛାଡି ହୋଇପଡ଼ିଥିଲା । ଫଳରେ କିଛି ସମୟରେ… Read More...
ଅପରାଧ ନାଳ ପାରହେଲାବେଳେ ଭାସିଗଲେ ୩ SATYA SANDHANA DESK Sep 18, 2023 ସୁନ୍ଦରଗଡ଼, ୧୮ା୯(ଏସଏସନିଉଜ) ଗତକାଲି ରାତିରେ ସଦରଥାନା କରମଡିହି ନିକଟ ଫଟାଟାଙ୍ଗରଗାଁରେ ୩ଜଣ ଯୁବକ ବାଇକରେ ଭରାନାଳ ପାରହେଉଥିବାବେଳେ ଭାସିଯାଇଥିଲେ ।ସେଥିମଧ୍ୟରୁ ୨ଜଣ… Read More...
ଅପରାଧ ମୋବସ୍- କାର୍ ଧକ୍କାରେ ଚାଲିଗଲାଜୀବନ SATYA SANDHANA DESK Sep 18, 2023 ପୁରୀ,୧୮ା୯(ଏସଏସନିଉଜ) ପୁରୀ-କୋଣାର୍କ ଡିଫେନ୍ସ ରୋଡ଼ରେ ମୋବସ ସହ କାରଧକ୍କା ହେବାରୁ କାରଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏଥିରେ ୪ଜଣ ଗୁରୁତର ହୋଇଥିବାବେଳେ୨ ଜଣଙ୍କୁ କଟକ… Read More...
ଅପରାଧ ୩ଜଣଙ୍କ ସନ୍ଦେହଜନକ ମୃତ୍ୟୁ SATYA SANDHANA DESK Sep 18, 2023 ଗଞ୍ଜାମ,୧୮ା୯(ଏସଏସନିଉଜ) ଶେରଗଡ଼ ଗ୍ରାମରେ ମହାତ୍ମାଗାନ୍ଧି ଉଚ୍ଚବିଦ୍ୟାଳୟର ଶିକ୍ଷୟତ୍ରୀ ଥିବା ସାବିତ୍ରୀସାହୁ ଓ ତାଙ୍କର ଦୁଇପୁଅଙ୍କ ମୃତଦେହକୁ ପୋଲିସ ଉଦ୍ଧାର… Read More...
ଅପରାଧ କାର୍ଯ୍ୟାଳୟଘେରିଲେ ବସ୍ତିବାସିନ୍ଦା SATYA SANDHANA DESK Sep 18, 2023 ଭୁବନେଶ୍ୱର,୧୮ା୯(ଏସଏସନିଉଜ) ଘର ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ସତ୍ୟନଗରବିଏମସି କାର୍ଯ୍ୟାଳୟକୁ ଘେରିଥିଲେ ୫୦ରୁ ଅଧିକ ପରିବାରା ୯ନଂୱାର୍ଡ ମଣ୍ଡପ ବସ୍ତିର… Read More...
ଓଡ଼ିଶା ନବକଳେବରହେବ ନରାଜ – ମାର୍ଥାପୁରଷ୍ଟେସନ SATYA SANDHANA DESK Sep 17, 2023 ବାରଙ୍ଗ ,୧୭।୯(ଏସଏସନିଉଜ) ବାରଙ୍ଗ ବ୍ଳକ ଅନ୍ତର୍ଗତ ନରାଜ - ମାର୍ଥାପୁର ରେଲୱେ ଷ୍ଟେସନର ହେବ ନବୀକରଣ । ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ… Read More...
ରାଶିଫଳ ଆଜିର ରାଶିଫଳ SATYA SANDHANA DESK Sep 17, 2023 ୨୦୨୩ ମସିହା ସେପ୍ଟେମ୍ବର ମାସ ୧୮ ତାରିଖ ସୋମବାର।ଶ୍ରୀମନ୍ଦିରେ ଅନ୍ଧପ୍ରସ୍ତାବ, ବାଲି ତୃତୀୟା, ଗୌରୀବ୍ରତ, ହରିତାଳିକା ଚତୁର୍ଥୀ।ସୁର୍ଯ୍ୟୋଦୟ- ପ୍ରାତଃ… Read More...
ଅପରାଧ ଧରାପଡିଲେ ମୋବାଇଲଫୋନ ଲୁଟେରା SATYA SANDHANA DESK Sep 17, 2023 ମେଣ୍ଢାଶାଳ,୧୭।୯(ଏସଏସନିଉଜ)୧୫ତାରିଖରାତିରେ ପିତାପଲ୍ଲୀ-ଚନ୍ଦକାରାସ୍ତାର ପାଣିଓରାଠାରେ ଜଣଙ୍କୁ ହାଣି ମନିପର୍ସ ଓ ମୋବାଇଲ ଫୋନ ଲୁଟିନେବା ଅଭିଯୋଗରେ ଚନ୍ଦକାଥାନାପୋଲିସ… Read More...
ଅପରାଧ ବାବୁଙ୍କୁ ବାନ୍ଧିଲା ପୋଲିସ SATYA SANDHANA DESK Sep 16, 2023 ଭୁବନେଶ୍ୱର,୧୬।୯(ଏସଏସ ନିଉଜ)ରାଜଧାନୀରେ ଦାଦାବଟି ଆଦାୟ କରୁଥିବା KBN ଗ୍ୟାଙ୍ଗର ୨ଜଣଙ୍କୁ ଗିରଫ କରିଛି ପୋଲିସ।ଗ୍ୟାଙ୍ଗମୁ୍ଖ୍ୟ ବାବୁ ଜେନାକୁ ଗିରଫ କଲା ଖଣ୍ଡଗିରି… Read More...