ଖେଳ ଆଜି ଭାରତ-ୱେଷ୍ଟଣ୍ଡିଜ୍ ମଧ୍ୟରେ ଲଢ଼େଇ ହେବ SATYA SANDHANA DESK Feb 15, 2023 ଭୁବନେଶ୍ୱର,୧୫ା୨(ଏସଏସନିଉଜ) ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପରେ ଆଜି ଭାରତ-ୱେଷ୍ଟଣ୍ଡିଜ୍ ମଧ୍ୟରେ ଲଢ଼େଇ ହେବ ।ଗ୍ରୁପ୍-୨ରେଥିବା ଏହି ଦୁଇଦଳ ପରସ୍ପରକୁ ଆଜି ଭାରତୀୟ ସମୟ… Read More...
ଅପରାଧ ପରିବହନବିଭାଗ କାଟିଲା ଚାଲାଣ SATYA SANDHANA DESK Feb 15, 2023 ଭୁବନେଶ୍ୱର,୧୫ା୨(ଏସଏସନିଉଜ) ହାଇସିକ୍ୟୁରିଟି ନମ୍ବରପ୍ଲେଟ ଲଗାଇ ନଥିବା ଗାଡ଼ି ମାଲିକଙ୍କୁ ଜରିମାନା ହୋଇଛି ।ଗାଡ଼ିମାଲିକଙ୍କ ବିରୋଧରେ ଚାଲାଣକାଟିଲାଣି ପରିବହନ… Read More...
ଓଡ଼ିଶା ଇକୋରିଟ୍ରିଟରେ ଅ।ଇଏଏସ ସମ୍ମିଳନୀ SATYA SANDHANA DESK Feb 15, 2023 ଭୁବନେଶ୍ୱର,୧୫ା୨(ଏସଏସନିଉଜ) ବରିଷ୍ଠ ଅ।ଇଏଏସଅଧିକାରୀଙ୍କର ଗୁପ୍ତବୈଠକ । ସାମିଲ ହେଲେ ରାଜ୍ୟର ବରିଷ୍ଠଅ।ଇଏସଅଧିକାରୀ । ଗତକାଲିସଂଧ୍ୟାରୁ ଅ।ଜି ଦିନତମାମ ବିଭିନ୍ନ… Read More...
ଓଡ଼ିଶା ଗୋପ ପ୍ରାକୃତିକଗ୍ୟାସ ଅଏଲ ଖନନ SATYA SANDHANA DESK Feb 15, 2023 ଭୁବନେଶ୍ୱର,୧୫ା୨(ଏସଏସନିଉଜ) ପ୍ରାକୃତିକଗ୍ୟାସ ଓ ଅଏଲ ସନ୍ଧାନ ଖନନକାର୍ଯ୍ୟ ଆରମ୍ଭ ହୋଇଛି ।ପୂଜାର୍ଚ୍ଚନା କରାଯାଇ ଏହି ଶୁଭକାର୍ଯ୍ୟର ଆରମ୍ଭ ହୋଇଛି। ରିଗମେସିନ… Read More...
ଅପରାଧ ଚାଲିଗଲା ଅବକାରୀକର୍ମଚାରୀଙ୍କ ଜୀବନ SATYA SANDHANA DESK Feb 15, 2023 ଭୁବନେଶ୍ୱର,୧୫ା୨(ଏସଏସନିଉଜ)ସମ୍ବଲପୁରଜିଲ୍ଲା ଜାତୀୟରାଜପଥ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି ।ଧକ୍କାଦେଲା ଅଜଣାଗାଡି ।ଯାହାଫଳରେ ଚାଲିଯାଇଛି ଅବକାରୀକର୍ମଚାରୀଙ୍କ ଜୀବନ… Read More...
ଓଡ଼ିଶା ମହାଶିବରାତ୍ରୀ ପାଇଁ ପ୍ରଭୁଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ SATYA SANDHANA DESK Feb 15, 2023 ଭୁବନେଶ୍ୱର,୧୫ା୨(ଏସଏସନିଉଜ)ଆସନ୍ତା୧୮ତାରିଖରେ ମହାଶିବରାତ୍ରୀ । ରାତି୧୦ଟାରେ ଉଠିବ ମହାଦୀପ । ରାତି୧୦ଟାରୁ୧୧ଟା ସାହାଣମେଲାଦର୍ଶନ ।ନିର୍ଘଣ୍ଟହୋଇଥିବା ନୀତି ମୁତାବକ… Read More...
ଅପରାଧ ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ SATYA SANDHANA DESK Feb 15, 2023 ଭୁବନେଶ୍ୱର,୧୫ା୨(ଏସଏସନିଉଜ) ଦିଲ୍ଲୀରେ ଶ୍ରଦ୍ଧାହତ୍ୟାର ପୁନରାବୃତ୍ତି ହୋଇଛି ।ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ। ନଜଫଗଡ୍ ମିତ୍ରୋନ୍ ଗାଁରେ… Read More...
ଓଡ଼ିଶା ୨୧୨ ଘଣ୍ଟା ପରେବି ବଞ୍ଚିଛି ଜୀବନ SATYA SANDHANA DESK Feb 15, 2023 ଭୁବନେଶ୍ୱର,୧୫ା୨(ଏସଏସନିଉଜ) ୮ ଦିନପରେ ଧ୍ୱଂସାବଶେଷ ତଳୁ ସୁରକ୍ଷିତ ଉଦ୍ଧାର ହେଲେ ୭୭ ବର୍ଷୀୟ ବୃଦ୍ଧା୨୧୨ଘଣ୍ଟା ପରେବି ବଞ୍ଚିଛିଜୀବନ । ୮ଦିନ ପରେ ଧ୍ୱଂସାବଶେଷ ତଳୁ… Read More...
ଅପରାଧ ଗୋପାଳଙ୍କ ନୁଆ ଠିକଣା SATYA SANDHANA DESK Feb 15, 2023 ଭୁବନେଶ୍ୱର,୧୫ା୨(ଏସଏସନିଉଜ) ଚୌଦ୍ବାର ଜେଲର ୩ନମ୍ବର ସେଲରେ ରହିଲେ ନବଦାସ ହତ୍ୟାକାରୀ ଗୋପାଳଦାସ। ୩ନମ୍ବର ସେଲରେ ପୂର୍ବରୁରହୁଥିଲେ ଚର୍ଚ୍ଚିତ ଆତ୍ମଘୋଷିତ ବାବା… Read More...
ଅପରାଧ କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ SATYA SANDHANA DESK Feb 15, 2023 ବ୍ରହ୍ମପୁର,୧୫ା୨(ଏସଏସନିଉଜ)କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଯାଇଛି ସ୍କର୍ପିଓା ଏହାଫଳରେ ୩ଜଣଙ୍କର ମୃତ୍ୟୁହୋଇଥିବାବେଳେ ଓ ୧୨ଜଣ ଆହତ ହୋଇଛନ୍ତି। ଗୋପାଳପୁରଥାନା… Read More...