ମହାନଦୀରେ ଫ୍ଲୋଟି˚ ରେଷ୍ଟୁରାଣ୍ଟ୍‌

କଟକ,୧୨/୧୦(ଏସଏସନିୟୁଜ) ମହାନଦୀରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଫ୍ଲୋଟି˚ ରେଷ୍ଟୁରାଣ୍ଟ୍ । ମହାନଦୀ କୂଳରେ ଗଢି ଉଠିଥିବା ସିଲଭର୍ ସିଟି ବୋଟ୍ କ୍ଲବ୍‌ରେ ଓଟିଡିସି…
Read More...

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି

ଭୁବନେଶ୍ୱର,୧୨/୧୦(ଏସ ଏସ ନିୟୁଜ) ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଶ୍ରୀକାନ୍ତ ହେତା ଭିଜିଜାଲ ହାତରେ ଧରପଡିଛନ୍ତି।ହାତୀ ଆକ୍ରମଣରେ ମୃତ…
Read More...

ତାରାତାରିଣୀଙ୍କ ପୀଠରେ ଅଗ୍ନିକାଣ୍ଡ

ଗଞ୍ଜାମ,୧୨/୧୦(ଏସ ଏସ ନିୟୁଜ)ପ୍ରସିଦ୍ଧ ମାଁ ତାରାତାରିଣୀ ମନ୍ଦିର ପରିସରରେ ଥିବା ତିନୋଟି ଦୀପଦାନ ଗୃହରେ ନିଆଁ ଲାଗି ଯାଇଛି । ଫଳରେ ଦୁଇଟି ଦୀପଦାନ ଗୃହ ସମ୍ପୁର୍ଣ୍ଣ…
Read More...

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ,ଅକ୍ଟୋବର ମାସ ୧୨ ତାରିଖ ୨୦୨୧ ମସିହା(ମଙ୍ଗଳବାର)ତିଥି- ସପ୍ତମୀ,ନକ୍ଷତ୍ର- ମୂଳା, ପିଠେ ମହାଷ୍ଟମୀ ଓ ମୃଣ୍ମୟୀ ଦେବୀଙ୍କ ତ୍ରିଦିନାତ୍ମକ ସପ୍ତମୀ…
Read More...

ଟାୟାର ଜାଳି ରାସ୍ତାରୋକ କଲେ ବିଜେପି କର୍ମୀ

କେନ୍ଦୁଝର,୧୧/୧୦(ଏସଏସନିୟୁଜ) କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାରେ ବିଜେପି କର୍ମୀମାନେ ଉତ୍ତ୍ୟକ୍ତ…
Read More...

ଧରାପଡିଲେ ଲୁଟେରା,ଜବତହେଲା ୧ କୋଟିରୁ ଅଧିକ ଟଙ୍କା

ଆଠଗଡ,୧୧/୧୦(ଏସଏସନିୟୁଜ) ଏଟିଏମ୍ ଗାଡିରୁ ଟଙ୍କା ଲୁଟ୍ ଘଟଣାରେ ଆଠଗଡଥାନାପୋଲିସ ୩ ଲୁଟେରାଙ୍କୁ ଗିରଫ କରିବା ସହ ୧ କୋଟିରୁ ଅଧିକ ଟଙ୍କା ଜବତ କରିଛି। ଆଠଗଡଥାନା…
Read More...